SER ରେ ଖାଲିପଡିଛି ୧୭୮୫ ପଦବୀ, ୧୦ମ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ
ରେଲୱେ ରିକ୍ରୁଟମେଣ୍ଟ ସେଲରେ ସାଉଥ ଇଷ୍ଟର୍ଣ୍ଣରେ ଅପାରଣ୍ଟିସ ପଦରେ ବମ୍ପର ଭର୍ତ୍ତି ହେଉଛି । ଏଥିପାଇଁ ଅଫିସିଆଲ ୱେବସାଇଟ rrcser.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୮ ଡିସେମ୍ବର ୨୦୨୩ ରହିଛି ।

ସାଉଥ ଇଷ୍ଟର୍ଣ୍ଣ ରେଲୱେ ବମ୍ପର ପଦବୀରେ ଭର୍ତ୍ତି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ରେଲୱେ ରିକ୍ରୁଟମେଣ୍ଟ ସେଲରେ ସାଉଥ ଇଷ୍ଟର୍ଣ୍ଣରେ ଅପାରଣ୍ଟିସ ପଦରେ ବମ୍ପର ଭର୍ତ୍ତି ହେଉଛି । ଏଥିପାଇଁ ଅଫିସିଆଲ ୱେବସାଇଟ rrcser.co.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ ଚାଲିଛି । ଆବେଦନ କରିବାର ଶେଷ ତାରିଖ ୨୮ ଡିସେମ୍ବର ୨୦୨୩ ରହିଛି ।
ପଦବୀ ବିବରଣୀ : ୧୭୮୫
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୮ ଡିସେମ୍ବର ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଏହି ଅଭିଯାନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ୧୦ମ ପାସ୍ କରିଥିବା ଜରୁରୀ । ଏହାସହିତ ଆଇଟିଆଇ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।
ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ବର୍ଗ, ଓବିସି ଏବଂ EWS ପ୍ରାର୍ଥୀ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/ଦିବ୍ୟାଙ୍ଗ ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।