RPF ରେ ବମ୍ପର ପଦବୀ ପାଇଁ ଭର୍ତ୍ତି, ୧୦ମ ପାସ୍ ପ୍ରାର୍ଥୀ କରିପାରିବେ ଆବେଦନ
ରେଲୱେ ସୁରକ୍ଷା ବଳ(ଆରପିଏଫ)ରେ ସବ୍ ଇନ୍ସପେକ୍ଟର (ଏଗଜିକ୍ୟୁଟିଭ) ଏବଂ କନଷ୍ଟେବଳ (ଏଗଜିକ୍ୟୁଟିଭ) ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ rpf.Indiarailways.gov.in କୁ ଯାଇ ଆବେଦନ କରିପାରିବ ।

ରେଲୱେ ଭର୍ତ୍ତି ବୋର୍ଡ ତରଫରୁ ନୋଟିଫିକେସନ ଜାରି ହୋଇଛି । ଜାରି ହୋଇଥିବା ନୋଟିଫିକେସନ ମୁତାବକ, ରେଲୱେ ସୁରକ୍ଷା ବଳ(ଆରପିଏଫ)ରେ ସବ୍ ଇନ୍ସପେକ୍ଟର (ଏଗଜିକ୍ୟୁଟିଭ) ଏବଂ କନଷ୍ଟେବଳ (ଏଗଜିକ୍ୟୁଟିଭ) ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ rpf.Indiarailways.gov.in କୁ ଯାଇ ଆବେଦନ କରିପାରିବ ।
ଏହି ଭର୍ତ୍ତି ପାଇଁ ୧୦ ପ୍ରତିଶତ ପୂର୍ବ ସୈନିକ ଏବଂ ୧୫ ପ୍ରତିଶତ ମହିଳା ପ୍ରାର୍ଥୀଙ୍କ ପାଇଁ ସରଂକ୍ଷିତ ରହିଛି ।
ପଦବୀ ବିବରଣୀ : ୨୨୫୦
ଆରପିଏଫ/ଆରପିଏସଏଫ : ୨୦୦୦
ସବ୍ ଇନ୍ସପେକ୍ଟର : ୨୫୦
ଜରୁରୀ ତାରିଖ :
ଶିକ୍ଷାଗତ ଯୋଗ୍ୟତା : ସବ ଇନ୍ସପେକ୍ଟର ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କରିଥିବା ଜରୁରୀ । କନଷ୍ଟେବଳ ପଦବୀ ପାଇଁ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍ କରିଥିବା ଜରୁରୀ ।
ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଜରୁରୀ ।
କେମିତି ହେବ ଚୟନ :
ପଦବୀ ପାଇଁ ଚୟନ କମ୍ପ୍ୟୁଟର ଆଧାରିତ ଟେଷ୍ଟ, ଫିଜିକାଲ ଏଫିସିଏନ୍ସୀ ଟେଷ୍ଟ, ଫିଜିକାଲ ମେଜରମେଣ୍ଟ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ ଆଧାରରେ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।