• Likes
  • Followers
  • Followers
  • Subscribers
  • Subscribe
  • Saturday, September 5, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବିବିଧ
  • SBI ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ବିନା ଆବେଦନ ଶୁଳ୍କରେ କରନ୍ତୁ ଆବେଦନ

SBI ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ବିନା ଆବେଦନ ଶୁଳ୍କରେ କରନ୍ତୁ ଆବେଦନ

SBI ରେ ରିଜଲଭର ପଦବୀ ଖାଲି । ରିଟାୟର୍ଡ ବ୍ୟାଙ୍କ ଅଫିସର କରିପାରିବେ ଆବେଦନ । ଆବେଦନ ପାଇଁ କୌଣସି ଶୁଳ୍କ ଦେବାକୁ ପଡିନାହିଁ ।

By Swagatika Last updated Feb 20, 2025
sbi

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏଠାରେ ରିଜଲଭର ପଦବୀ ପାଇଁ ଭର୍ତ୍ତି ଗ୍ରହଣ କରାଯାଉଛି । ଏଥିପାଇଁ ରିଟାୟର୍ଡ ବ୍ୟାଙ୍କ ଅଫିସର ଆବେଦନ କରିପାରିବେ । ଏଠାରେ ୯୪ ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଏଥିପାଇଁ ବ୍ୟାଙ୍କର ଅଫିସିଆଲ େଓ୍ଵବସାଇଟ୍‌ sbi.co.in କୁ ଯିବାକୁ ହେବ ।

ପଦବୀ ବିବରଣୀ : ୯୪

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୧ ନଭେମ୍ବର ୨୦୨୩ ରହିଛି । ଆବେଦନ କେବଳ ଅନଲାଇନ ହେବ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ବିଶେଷ ଯୋଗ୍ୟତା ଦରକାର ନାହିଁ । ଏସିବିଆଇ ରିଟାୟର୍ଡ ଅଫିସର ପଦବୀରେ ଆବେଦନ କରିବା ପାଇଁ ପ୍ରାଥମିକତା ଦିଆଯିବ । ସେମାନଙ୍କ ପାଖରେ ଅନୁଭବ, କାମ କରିବାର ଅଭିଜ୍ଞତା, ଯୋଗ୍ୟତା ଥିବା ଜରୁରୀ ।

ଚୟନ ପ୍ରକ୍ରିୟା :

ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ଆବେଦନ କରିବା ପରେ ଡକ୍ୟୁମେଣ୍ଟ ଆଧରରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଯେଉଁମାନେ ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ହେବେ, ସେମାନେ ସାକ୍ଷାତକାର କରିବା ପରେ ନିଯୁକ୍ତି ମିଳିବ ।

ଆବେଦନ ଶୁଳ୍କ : ଏହି ପଦବୀ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ହେବ ନାହିଁ । ଅନ୍ୟ ବିବରଣୀ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଇ ଚେକ୍‌ କରନ୍ତୁ ।

SBI accountsbi recruitment
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
omchorizontal
Recent Posts
  • Guru Diwas: ହାତୁଡ଼ି ହେଉ କି ମୋବାଇଲ, ଏଠି ଗଢ଼ାହେଉଛି…

    Sep 5, 2026 0
  • NandUtsav: ଜନ୍ମ ନେଲେ ନନ୍ଦଲାଲା, ଭଜନ-କୀର୍ତ୍ତନରେ ଝୁମିଲା…

    Sep 5, 2026 0
  • CPSE : ୩୩୬ ଏସ୍ ଆଇଙ୍କ ନିଯୁକ୍ତିକୁ ନେଇ ନବୀନଙ୍କ ପ୍ରଶ୍ନ,…

    Sep 5, 2026 0
  • Fire : ବ୍ୟାଗ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଛାରଖାର ୩ଟି ସେଡ୍

    Sep 5, 2026 0
  • Cheating : ଫ୍ଲାଟ୍ ସ୍ୱପ୍ନ ଦେଖାଇ କୋଟି କୋଟି ଟଙ୍କାର ଠକେଇ !…

    Sep 5, 2026 0
  • Nuakhai : ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ,…

    Sep 5, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ