SBI SCO ୧୪୯୭ ପଦବୀ ଖାଲି, ଜାଣନ୍ତୁ କେମିତି ହେବ ଚୟନ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ସ୍ପେଶାଲିଟି କ୍ୟାଡର ଅଫିସର (SCO) ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଛୁକ ପ୍ରାର୍ଥୀ ଏସବିଆଇର ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଏଠାରେ ଡେପୁଟି ମ୍ୟାନେଜର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଏଠାରେ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୪, ୨୦୨୪ ରହିଛି ।

ପଦବୀ ବିବରଣୀ : ୧୪୯୭

ଡେପୁଟି ମ୍ୟାନେଜର (ପେ୍ରାଜେକ୍ଟ ମ୍ୟାନେଜମେଣ୍ଟ ଆଣ୍ଡ ଡେଲିଭରୀ): ୧୮୭
ଡେପୁଟି ମ୍ୟାନେଜର (ଇନଫ୍ରା ସପୋର୍ଟ ଏବଂ କ୍ଲାଉଡ ଅପରେସନ) : ୪୧୨
ଡେପୁଟି ମ୍ୟାନେଜର (ନେଟୱର୍କିଙ୍ଗ ଅପରେସନ) : ୮୦
ଡେପୁଟି ମ୍ୟାନେଜର (ଆଇଟି ଅର୍କିଟେକ) : ୨୭
ଡେପୁଟି ମ୍ୟାନେଜର (ଇନଫରମେସନ ସୁକ୍ୟରିଟି) : ୭
ଆସିଷ୍ଟାଣ୍ଟ ମ୍ୟାନେଜର : ୭୮୪

ଜରୁରୀ ତାରିଖ : ଇଛୁକ ପ୍ରାର୍ଥୀ ଅକ୍ଟୋବର ୪ ତାରିଖ ଯାଏଁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇଛୁକ ଥିବା ପ୍ରାର୍ଥୀ ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି । ଅଧିକ ଜାଣିବା ପାଇଁ ଆବେଦନ ପାଇଁ ଇଛୁକ ଥିବା ପ୍ରାର୍ଥୀ ନୋଟିଫିକେସନ ଚେକ୍‌ କରିପାରିବେ ।

ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ବୟସ ମଧ୍ୟ ପଦବୀ ଅନୁସାରେ ଅଲଗା ଅଲଗା ରହିଛି ।

ଆବେଦନ ଶୁଳ୍କ : ସାଧାରଣ/EWS/OBC ପ୍ରାର୍ଥୀ ୭୫୦ ଟଙ୍କା ଦେବାକୁ ପଡିବ । ସେହିପରି ଅନୁସୂଚିତ ଜାତି/ଜନଜାତି/PwBD ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ଆବେଦନ ଶୁଳ୍କ ଅନଲାଇନ ବ୍ୟାଙ୍କିଂ ମାଧ୍ୟମରେ ଦେବାକୁ ହେବ ।

ଚୟନ ପ୍ରକ୍ରିୟା : ପଦବୀ ଅନୁସାରେ ଚୟନ ମଧ୍ୟ ଭିନ୍ନ ଭିନ୍ନ ପ୍ରକ୍ରିୟା ମାଧ୍ୟମରେ ହେବ ।