ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ :ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ ଲାଭ ହେବ । କର୍ତ୍ତବ୍ୟ ପରାୟଣ ହୁଅନ୍ତୁ । ଗୃହରେ ଅଶାନ୍ତି ଦେଖା ଦେବ ।
ବୃଷ : ମନକୁ ଆୟତ୍ତରେ ରଖନ୍ତୁ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଗାଡି ଚଳାଇବା ବେଳେ ସାବଧାନ ରହିବେ ।
ମିଥୁନ : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ପାରିବାରିକ ସମସ୍ୟା ଦୂର ହେବ । ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ ।
କର୍କଟ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ଆୟ ଉତ୍ତମ ରହିବ ।
ସିଂହ : ଛୋଟ ଛୋଟ କଥାକୁ ନେଇ ବ୍ୟସ୍ତତା ଦେଖାଦେବ । ଶତ୍ରୁ ବୃଦ୍ଧି ହେବେ । କର୍ମକ୍ଷେତ୍ରରେ ସଜାଗ ରହିବା ଆବଶ୍ୟକ ।
କନ୍ୟା : ସ୍ଥିରମନ ହୋଇ କାର୍ୟ୍ୟ କରନ୍ତୁ, ସଫଳତା ପାଇବେ । ବିଦ୍ୟାର୍ଥୀ ସଫଳତା ପାଇବେ । ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ ।
ତୁଳା : ଶରୀର ଅସୁସ୍ଥ ରହିପାରେ । ବେପାର ବାଣିଜ୍ୟରେ ସଫଳତା ପାଇବେ । ଆୟ ଉତ୍ତମ ରହିବ ।
ବିଛା : ଗୁରଜନଙ୍କ ସମ୍ମାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଧର୍ମକାର୍ୟ୍ୟରେ ଯୋଗ ଦେବେ ।
ଧନୁ : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ମାନ ସମ୍ମାନ ପ୍ରାପ୍ତି ହେବ ।
ମକର :ତରବରିଆ ଭାବେ କୌଣସି କାର୍ୟ୍ୟ କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଠାରୁ ସାବଧାନ ରହିବା ଆବଶ୍ୟକ । ସୁସ୍ୱାଦୁ ଭୋଜନ କରିବେ ।
କୁମ୍ଭ : ପରିବାରର ସହଯୋଗ ପାଇବେ । ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।
ମୀନ : ଭାବିଚିନ୍ତି ପ୍ରତ୍ୟେକ କାର୍ୟ୍ୟ କରନ୍ତୁ । ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ହେବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।