ଜାଣନ୍ତୁ ଆପଣଙ୍କ ଆଜିର ଭାଗ୍ୟ !

ମେଷ : ପାରିବାରିକ ସମସ୍ୟା ଦେଖାଦେବ । ସ୍ୱାସ୍ଥ୍ୟାରେ ଅବନ୍ନତି ଘଟିବ । ବେପାର ବାଣିଜ୍ୟରେ ସଫଳତା ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ ।
ବୃଷ : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଧନ ଲାଭ ସହ ପରିବାରରେ ଶାନ୍ତି ମିଳିବ । ସନ୍ଦେହ ଭାବ ତ୍ୟାଗ କରନ୍ତୁ ।
ମିଥୁନ : ଆୟ ବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ ।
କର୍କଟ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ଦୂରଯାତ୍ରା ଯୋଗ ରହିଛି । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
ସିଂହ : ପିତାଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖା ଦେଇପାରେ । କର୍ମକ୍ଷେତ୍ରରେ ବାଧା ଉପୁଜିବ । ପରିବାରରେ ମନମିଳାଇ ଚଳନ୍ତୁ ।
କନ୍ୟା : ଭାବିଚିନ୍ତି ଧନ ନିବେଶ କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ ।
ତୁଳା : ଅହଂକାର ତ୍ୟାଗ କରନ୍ତୁ । ବାଣୀକୁ ନିୟନ୍ତ୍ରଣରେ ରଖନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଯୁକ୍ତିତର୍କଠାରୁ ଦୂରେଇ ରହନ୍ତୁ ।
ବିଛା : ବିଦ୍ୟାର୍ଥୀ ସଫଳତା ପାଇବେ । କର୍ମକ୍ଷେତ୍ରରେ ଉନ୍ନତି ସହ ମାନସମ୍ମାନ ପ୍ରାପ୍ତି ହେବ । ଗାଡ଼ି ଚଳାଇବା ସମୟରେ ସାବଧାନ ରହନ୍ତୁ ।
ଧନୁ : ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।
ମକର : ଧର୍ମକାର୍ଯ୍ୟରେ ଯୋଗ ଦେବେ । ସନ୍ତାନକୁ ନେଇ ଚିନ୍ତିତ ରହିବେ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।
କୁମ୍ଭ : ପିତାଙ୍କ ସହଯୋଗ ମିଳିବ । ଦୂରଯାତ୍ରା ଯୋଗ ରହିଛି । ଅହଂଭାବ ତ୍ୟାଗ କରିବା ସହ ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।
ମୀନ : ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ହଠାତ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ପରିବାରରେ ଶାନ୍ତି ମିଳିବ ।