UPSC ରେ ଆସିଷ୍ଟାଣ୍ଟ ମାଇନିଂ ଇଞ୍ଜିନିୟର ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ
UPSC ରେ ଆସିଷ୍ଟାଣ୍ଟ ମାଇନିଂ ଇଂଜିନିୟର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ upsc.gov.in କୁ ଯାଇ ଆବେଦନ କରିପାରିବେ । ଚୟନିତ ପ୍ରାର୍ଥୀଙ୍କୁ ସପ୍ତମ ବେତନ ଅନୁଯାୟୀ ୪୪,୯୦୦ ରୁ ୧,୪୨,୪୦୦ ଟଙ୍କା ମାସିକ ଦରମା ମିଳିବ ।

UPSC ରେ ଆସିଷ୍ଟାଣ୍ଟ ମାଇନିଂ ଇଂଜିନିୟର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ upsc.gov.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ :୭
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ମଇ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ମାଇନିଂ ଇଂଜିନିୟରିଂରେ ବ୍ୟାଚଲର ଅଫ ଇଂଜିନିୟରିଂ କିମ୍ବା ବ୍ୟାଚଲର ଅଫ ଟେକ୍ନୋଲୋଜି କରିଥିବା ଜରୁରୀ । ଏହାସହିତ ମେଟାଲିଫେରସ ଖଣିରେ ସୁପରଭାଇଜର ପଦବୀରେ ୨ ବର୍ଷର ଅନୁଭବ ଥିବା ଜରୁରୀ । ଗ୍ରାଜୁଏସନ କିମ୍ବା ମ୍ୟାନେଜମେଣ୍ଟ ଏବଂ ଜୁନିଅର ଟ୍ରେନି ଇଂଜିନିୟର ଅବଧି ସାମିଲ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ସପ୍ତମ ବେତନ ଅନୁଯାୟୀ ୪୪,୯୦୦ ରୁ ୧,୪୨,୪୦୦ ଟଙ୍କା ମାସିକ ଦରମା ମିଳିବ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୩୦ ବର୍ଷ ହେବା ଜରୁରୀ । ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଛାଡ ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କୁ ୫ ବର୍ଷ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ୧୦ ବର୍ଷ ଛାଡ ମିଳିବ ।
ଆବେଦନ ଶୁଳ୍କ : ଏଥିପାଇଁ ମାତ୍ର ୨୫ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ମହିଳା/ଅନୁସୂଚିତ ଜାତି/ଜନଜାତି/ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।
କେମିତି କରିବେ ଆବେଦନ :
ପ୍ରଥମେ upsconline.nic.in କୁ ଯିବାକୁ ହେବ ।
ଏହାପରେ“ONLINE RECRUITMENT APPLICATION (ORA) FOR VARIOUS RECRUITMENT POSTS ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହାପରେ ପଦବୀ ପାଇଁ ଆବେଦନ କରନ୍ତୁ ।
ଏହାପରେ ସମସ୍ତ ଦସ୍ତାବିଜ ଅପଲୋଡ କରନ୍ତୁ ।
ଆବେଦନ ଶୁଳ୍କ ଭରନ୍ତୁ ଏବଂ ଫର୍ମ ଜମା କରନ୍ତୁ ।