ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଜୁନିଅର ଫୁଡ ଏନାଲିଷ୍ଟ ପଦରେ ବମ୍ପର ଭର୍ତ୍ତି
ଉତ୍ତରପ୍ରଦେଶ ଅଧିନସ୍ତ ସେବା ଆୟୋଗରେ ଜୁନିଅର ଫୁଡ ଏନାଲିଷ୍ଟ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଆବେଦନ କରିବର ଶେଷ ତାରିଖ ୧୫ ମଇ ୨୦୨୪ ରହିଛି । ଏଠାରେ ୪୧୭ ପଦବୀ ଖାଲିପଡିଛି ।

ଉତ୍ତରପ୍ରଦେଶ ଅଧିନସ୍ତ ସେବା ଆୟୋଗରେ ଜୁନିଅର ଫୁଡ ଏନାଲିଷ୍ଟ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଆବେଦନ କରିବର ଶେଷ ତାରିଖ ୧୫ ମଇ ୨୦୨୪ ରହିଛି । ଏଠାରେ ୪୧୭ ପଦବୀ ଖାଲିପଡିଛି ।
ପଦବୀ ବିବରଣୀ : ୪୧୭
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ମଇ ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀଙ୍କ ଯୋଗ୍ୟତା ୟୁପି ପିଇଟି ୨୦୨୩ ପାସ୍ କରିଥିବା ପ୍ରାର୍ଥୀ କରିପାରିବେ । ଏହାଛଡା ରସାୟନ ବିଜ୍ଞାନ, ଜୈବ ବିଜ୍ଞାନ ଏବଂ ପଶୁ ଚିକିତ୍ସା ବିଜ୍ଞାନରେ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୪୨ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।
କେମିତି କରିବେ ଆବେଦନ : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏଠାରେ ଆବେଦନ ଫର୍ମ ଭରିବା ପରେ ଫଟୋ ଏବଂ ସାଇନ ଅପଲୋଡ କରିବାକୁ ହେବ ।
ଆବେଦନ ଶୁଳ୍କ ଭରିବା ପରେ ଆବେଦନ ଫର୍ମ ଜମା କରିବାକୁ ହେବ ।
ଏହାପରେ ଆବେଦନ ପତ୍ର ଡାଉନଲୋଡ କରି ପ୍ରିଣ୍ଟ ଆଉଟ୍ କାଢି ରଖନ୍ତୁ ।