କୋ-ଅପରେଟିଭ ବ୍ୟାଙ୍କରେ ଭର୍ତ୍ତି, ଜାଣନ୍ତୁ କେବେଠୁ କରିପାରିବେ ଆବେଦନ
ଉତ୍ତରାଖଣ୍ଡ ସହକାରୀ ବ୍ୟାଙ୍କରେ କ୍ୟାସିଅର, କ୍ଲର୍କ ଏବଂ ମ୍ୟାନେଜର ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାର ଫର୍ମ ଲିଙ୍କ ଆକ୍ଟିଭ ହେବା ପରେ ଭରିପାରିବେ । ଏଠାରେ ୨୩୩ ପଦବୀ ଖାଲିପଡିଛି । ଏହି ଭର୍ତ୍ତି ଉତ୍ତରାଖଣ୍ଡ କୋଅପରେଟିଭ ଇନଷ୍ଟୁଚ୍ୟୁଟନାଲ ସର୍ଭିସ ବୋର୍ଡ ଡେରାଡୁନ ପାଇଁ ହୋଇଛି ।

ଉତ୍ତରାଖଣ୍ଡ ସହକାରୀ ବ୍ୟାଙ୍କରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏଠାରେ କ୍ୟାସିଅର, କ୍ଲର୍କ ଏବଂ ମ୍ୟାନେଜର ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାର ଫର୍ମ ଲିଙ୍କ ଆକ୍ଟିଭ ହେବା ପରେ ଭରିପାରିବେ । ଏଠାରେ ୨୩୩ ପଦବୀ ଖାଲିପଡିଛି । ଏହି ଭର୍ତ୍ତି ଉତ୍ତରାଖଣ୍ଡ କୋଅପରେଟିଭ ଇନଷ୍ଟୁଚ୍ୟୁଟନାଲ ସର୍ଭିସ ବୋର୍ଡ ଡେରାଡୁନ ପାଇଁ ହୋଇଛି ।
ପଦବୀ ବିବରଣୀ : ୨୩୩
କ୍ଲର୍କ/କ୍ୟାସିଅର : ୧୬୩
ଜୁନିଅର ବ୍ରାଞ୍ଚ ମ୍ୟାନେଜର : ୫୪
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଏପ୍ରିଲ ୧ରୁ ଆରମ୍ଭ ହୋଇ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ହେବ ।
ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା : ଏଠାରେ ଖାଲିପଡିଥିବା ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଭିନ୍ନ ଭିନ୍ନ ରହିଛି । ଏହାର ସବିଶେଷ ବିବରଣୀ ୱେବସାଇଟରେ ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ମାଧ୍ୟମରେ ହେବ । ସେଥିପାଇଁ ତାରିଖ ଘୋଷଣା କରାଯାଇନାହିଁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।