ଏହି ୫ଟି ଶବ୍ଦ ବ୍ୟବହାର କଲେ ବେଡ୍ରୁମ୍ ଲାଇଫ୍ ଖରାପ ହେବା ଥୟ, ଜାଣନ୍ତୁ କ’ଣ ସେସବୁ ଶବ୍ଦ

ବେଡ୍ରୁମ୍ରେ ସେକ୍ସି କଥାବାର୍ତ୍ତା ଆପଣଙ୍କୁ ବେଡ୍ରେ ଅଧିକ ମଜା ଦେବ, ଏଥିରେ କୌଣସି ଆଶ୍ଚର୍ଯ୍ୟ ହେଲା ଭଳି କଥା ନାହିଁ। କିନ୍ତୁ ସବୁବେଳେ ଯେ ଏହା ମଜା ଦେବ ସେମିତି କିଛି ମାନେ ନାହିଁ। ବେଳେ ବେଳେ କିଛି କଥା ମୁଡ୍ ଅଫ୍ କରିଦିଏ ଓ ଶାରୀରିକ ସମ୍ପର୍କ ରଖିବା ଇଚ୍ଛା ଇଚ୍ଛାରେ ହିଁ ରହିଯାଏ। ଏଣୁ ବେଡ୍ରୁମ୍ରେ ମିଠା ମିଠା କଥା ହେବା ବେଳେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ। ଆସନ୍ତୁ ଜାଣିବା ବେଡ୍ରୁମ୍ରେ କେଉଁ କେଉଁ ଶବ୍ଦ ବ୍ୟବହାର କରିବା ମନା…
କମ୍: ବେଡ୍ରୁମ୍ରେ କମ୍ ଶବ୍ଦକୁ ଆଦୌ ବ୍ୟବହାର କରନ୍ତୁ ନାହିଁ। ଝିଅମାନେ କମ୍ ଶୁଣିବାକୁ ଜମାରୁ ପସନ୍ଦ କରନ୍ତି ନାହିଁ। ଏଣୁ କମ୍, ଏଜିକ୍ୟୁଲେଟ୍ କିମ୍ବା ସ୍ପର୍ଟ ଭଳି ଶବ୍ଦ ବ୍ୟବହାର କରନ୍ତୁ ନାହିଁ। ଏଭଳି ଶବ୍ଦକୁ ଝିଅମାନେ ପସନ୍ଦ କରନ୍ତିନି।
ଟିଟ୍ସ: ଫୋରପ୍ଲେ ବେଳେ ସ୍ତନ ବଦଳରେ ଟିଟ୍ସ୍ କହିବା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ପ୍ରକୃତରେ ଟିଟ୍ସ ଶୁଣିବାକୁ ମହିଳାମାନେ ପସନ୍ଦ କରନ୍ତି ନାହିଁ। ପୁଅ ସାଙ୍ଗଙ୍କ ସହ କଥା ହେବା ବେଳେ ଯେକୌଣସି ଶବ୍ଦ ବ୍ୟବହାର କରନ୍ତୁ କିନ୍ତୁ ମହିଳା ପାର୍ଟନରଙ୍କ ସହ ଥିବା ବେଳେ ନିଜ ମୁହଁ ଉପରେ ଲଗାମ ଦିଅନ୍ତୁ।
ପୁସି: ଭାଜାଇନା କହିବା ପୁସି କହିବା ତୁଳନାରେ ଅଧିକ ସେକ୍ସି ଲାଗେ। ଜର୍ଣ୍ଣାଲ ଅଫ୍ ସେକ୍ସ ରିସର୍ଚ୍ଚରେ ପ୍ରକାଶିତ ଷ୍ଟଡି ମୁତାବକ ସେକ୍ସ ବେଳେ ଭାଜାଇନ୍ ଶବ୍ଦର ସବୁଠୁ ଅଧିକ ବ୍ୟବହାର କରାଯାଏ।
ଟେଷ୍ଟିକଲ୍ସ: ପୁଅମାନେ ନିଜ ନଟ୍ସ ବା ବଲ୍କୁ ସେଇଆ ହିଁ କୁହନ୍ତୁ ଯାହା ସବୁବେଳେ କହିଥାନ୍ତି। ବେଡରୁମ୍ରେ ଡାକ୍ତରୀ ଭାଷା ବ୍ୟବହାର କରିବା କିଛି ଦରକାର ନାହିଁ।
ଖାଇଯିବି: ବେଡ୍ରୁମ୍ରେ ଅଧିକ ରୋମାଣ୍ଟିକ୍ ଦେଖାଇ ହେବାକୁ ପୁଅମାନେ ଖାଇଯିବି କାମୁଡ଼ିପକାଇବି ଆଦି ଶବ୍ଦ ବ୍ୟବହାର କରିଥାନ୍ତି। କିନ୍ତୁ ଏଭଳି କଥାବାର୍ତ୍ତା ମହିଳାଙ୍କୁ ପସନ୍ଦ ଆସିନପାରେ। ଏଣୁ ବେଡ୍ରୁମ୍ରେ ରୋମାଣ୍ଟିକ୍ ମୁଡ୍ରେ ଥିବା ବେଳେ ସବୁବେଳେ ଶାଳୀନତା ରକ୍ଷା କରନ୍ତୁ।