Sabuthi Sabubele Hata Muthare Khabar

କଟକ: ଜଗତପୁର ଚମ୍ପତି ନିକଟରେ ଶିକ୍ଷୟିତ୍ରୀଙ୍କ ବେକରୁ ସୁନାଚେନ ଝାମ୍ପି ନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଭିଜୁଆଲ

ମାହାଙ୍ଗା: ସିସିଟିଭିରେ ଲୁଟର ଭିଜୁଆଲ କଏଦ। କଟକ ଜିଲ୍ଲା ଜଗତପୁର ଥାନା ଚମ୍ପତି ନିକଟରେ ହୋଇଛି ଲୁଟ। ଜଣେ ଶିକ୍ଷୟିତ୍ରୀ ରାସ୍ତାରେ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ତାଙ୍କ ପିଛା କରି ସୁନାଚେନ ଲୁଟି ଫେରାର ହୋଇଯାଇଥିଲେ। ସ୍ପଷ୍ଟ ଦିବାଲୋକରେ ପଲସର ଗାଡ଼ିଲେ ଆସି ଜଣେ ଦୁର୍ବୃତ୍ତ ସୁନାଚେନ ଛଡ଼ାଇ ନେଇ ଫେରାର ହୋଇଥିଲେ। ଏନେଇ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି ଶିକ୍ଷୟିତ୍ରୀ ଜଣକ। ସାଲେପୁର ରାଇସୁଙ୍ଗୁଡାର ବଣହରା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସାବିତ୍ରୀ ସିଂହ ତାଙ୍କ ବନ୍ଧୁଙ୍କ ସହ ଗୋପବନ୍ଧୁ ନୋଡାଲ ବିଦ୍ୟାଳୟର ପ୍ରଶିକ୍ଷ ଶିବିରରୁ ଫେରୁଥିବା ବେଳେ ଏହି ଲୁଟ ହୋଇଛି।

Leave A Reply

Your email address will not be published.