କେଦାରନାଥ ଜ୍ୟୋତିର୍ଲିଙ୍ଗର କାହାଣୀ, ଜାଣନ୍ତୁ କ’ଣ ଏହାର ଇତିହାସ
ଦେଶର ବାର ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ କେଦାରନାଥ ଧାମର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । କିଭଳି ହୋଇଥିଲା କେଦାରନାଥଙ୍କ ଆବିର୍ଭାବ ଏବଂ ସର୍ବପ୍ରଥମେ କିଏ କରିଥିଲେ କେଦାରନାଥଙ୍କ ଦର୍ଶନ । ତେବେ ଆସନ୍ତୁ ଏହି ମନ୍ଦିର ସହ ଜଡିତ ରହସ୍ୟ ବିଷୟରେ ଜାଣିବା । ଧାର୍ମିକ କାହାଣୀ ଅନୁଯାୟୀ ଏହି ପ୍ରାଚୀନ ମନ୍ଦିର ଏବଂ ଜ୍ୟୋତିର୍ଲିଙ୍ଗ ପାଣ୍ଡବଙ୍କ ଦ୍ୱାରା ନିର୍ମିତ ହୋଇଥିଲା । 'ସ୍କନ୍ଦ ପୁରାଣ'ରେ ଭଗବାନ ଶଙ୍କର ମାତା ପାର୍ବତୀଙ୍କୁ…
Read More...