ଆସାମ ଜେଲ୍ରେ ଥିବା ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଲଢ଼ିବେ ନିର୍ବାଚନ, ହୋଇପାରନ୍ତି ସ୍ୱାଧୀନ ପ୍ରାର୍ଥୀ
ନିର୍ବାଚନ ଲଢ଼ିବେ ଅମୃତପାଲ ସିଂ । ଖଲିସ୍ତାନୀ ସମର୍ଥକ ତଥା 'ୱାରିସ୍ ପଞ୍ଜାବ ଦେ' ସଙ୍ଗଠନର ମୁଖ୍ୟ ଅମୃତପାଲ ସିଂ ପଞ୍ଜାବରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଖଡୁର ସାହିବ ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି । ଅମୃତପାଲଙ୍କ ଓକିଲ ଏହି ସୂଚନା ଦେଇଛନ୍ତି । କହି ରଖୁଛୁ, ବର୍ତ୍ତମାନ ଅମୃତପାଲ ଆସାମର ଡିବ୍ରୁଗଡ ଜେଲରେ ଅଛନ୍ତି ।
ଜାତୀୟ ସୁରକ୍ଷା ଅଧିନିୟମ (NSA)…
Read More...