ସିଏମ୍ କେଜ୍ରିଓ୍ଵାଲଙ୍କୁ ମିଳିଲାନି ଆଶ୍ୱସ୍ତି, ଏପ୍ରିଲ ୧ ପର୍ଯ୍ୟନ୍ତ ବଢ଼ିଲା ED ରିମାଣ୍ଡ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ବଢ଼ିଲା । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଏପ୍ରିଲ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ସେ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ । ତଦନ୍ତକାରୀ ସଂସ୍ଥା କୋର୍ଟରୁ ସାତ ଦିନିଆ ରିମାଣ୍ଡ ମାଗିଥିଲା ।
ଇଡି କହିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ବିବୃତ୍ତି ରେକର୍ଡ କରାଯାଇଛି, କିନ୍ତୁ ତାଙ୍କୁ ଜଣେ ବ୍ୟକ୍ତିଙ୍କ ସହ ସାମ୍ନା…
Read More...