ବରୁଣ ଧୱନଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ମିଳିଲା ବଡ଼ ସରପ୍ରାଇଜ୍, ସାମ୍ନାକୁ ଆସିଲା ଫିଲ୍ମ ବେବି ଜନ୍ ନୂଆ ପୋଷ୍ଟର
ଅଭିନେତା ବରୁଣ ଧୱନ ତାଙ୍କର ଅପ୍କମିଂ ଫିଲ୍ମ 'ବେବି ଜନ୍' ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମଟି ବହୁତ ଦିନ ହେବ ଚର୍ଚ୍ଚାରେ ରହିଛି ଏବଂ ବରୁଣ ଧୱନଙ୍କ ଜନ୍ମଦିନ ଅବସରରେ ଫିଲ୍ମ ନିର୍ମାତାମାନେ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରଇଜ୍ ଦେଇଛନ୍ତି । ତେବେ ବରୁଣ ଧୱନଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ ହୋଇଛି ।
ମୁରାଦ ଖେତାନି 'ବେବି ଜନ୍'ର ଏକ ନୂଆ ପୋଷ୍ଟର ରିଲିଜ୍…
Read More...