ପଶ୍ଚିମବଙ୍ଗ : ରାମନବମୀ ଶୋଭାଯାତ୍ରାରେ ପଥରମାଡ ସହ ବିସ୍ଫୋରଣ, ଅନେକ ଆହତ
ରାମ ନବମୀ ଅବସରରେ ପଶ୍ଚିମବଙ୍ଗରେ ଶୋଭାଯାତ୍ରାରେ ଦଙ୍ଗା ହେବା ସହ ପଥରମାଡ ହୋଇଛି । ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ରେଜିନଗର ଶକ୍ତିପୁର ଅଞ୍ଚଳରେ ରାମନବମୀ ଶୋଭାଯାତ୍ରାରେ ଏଭଳି ଘଟଣା ଘଟିଛି । ଯେଉଁଥିରେ କିଛିଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମୁର୍ଶିଦାବାଦର ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଅଭିଯୋଗ ଅନୁଯାୟୀ, ମୁର୍ଶିଦାବାଦରେ ଶୋଭା ଯାତ୍ରା କରୁଥିବା ରାମ ଭକ୍ତଙ୍କ ଉପରେ…
Read More...