ବିହାରରେ ବାଜି ମାରିବ ଏନଡିଏ ମେଣ୍ଟ, ୬ଟି ଏକଜିଟ ପୋଲ ଆକଳନର ପଳାଫଳ ଏନଡିଏ ସପକ୍ଷରେ
ବିହାରରେ ବାଜି ମାରିବ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ। ବୁଥ ବାହୁଡ଼ା ମତରୁ ଏନଡିଏ ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଛି। ୬ଟି ଏକଜିଟ ପୋଲ ଆକଳନର ପଳାଫଳ ଏନଡିଏ ସପକ୍ଷରେ ଯାଇଛି। ଦୈନିକ ଭାସ୍କର ଏକଜିଟ ପୋଲରେ ଏନଡିଏକୁ ୧୪୫ରୁ ୧୬୦ ଆସନ ମିଳିଛି। ମହାମେଣ୍ଟକୁ ୭୩ରୁ ୯୧ଟି ଆସନ ମିଳିଛି।…