ମହାରାଷ୍ଟ୍ର କୋଭିଡ଼ ହସ୍ପିଟାଲର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ, ୧୩ ରୋଗୀ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର: ମହାରାଷ୍ଟ୍ର କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ। ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଥିବା ବିରାର ବିଜୟ ବଲ୍ଲଭ କୋଭିଡ଼ ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି।

ନିଆଁ ୪ମହଲା ବିଶିଷ୍ଠ ହସ୍ପିଟାଲର ଦ୍ୱିତୀୟ ମହଲାରେ ଲାଗିଛି। ରୋଗୀମାନଙ୍କୁ ପାଖ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଥିଲେ।ମିଳିଥିବା ସୂଚନା ମୁତାବକ ଆଇସିୟୁରେ ମୋଟ୍ ୧୭ଜଣ ରୋଗୀ ଚିକିତ୍ସୀତ ହେଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.