ଦେଶ ବିଦେଶ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆର୍ଥକ୍ୱେକ ମାଛ, ଯାହା ଭୂକମ୍ପ ଆସିବାର ଦେଇଥାଏ ସୂଚନା

ଆପଣ ଅନେକ ମାଛ ଖାଇଥିବେ ଆଉ ଅନେକ ମାଛ ଦେଖି ବି ଥିବେ। ତେବେ ଏମିତି ଏକ ମାଛ ଅଛି ଯାହାର ଲମ୍ବ ୧୩ ଫୁଟ। ଆଉ ଏହା କୌଣସି ସାଧାରଣ ମାଛ ନୁହେଁ କୁହାଯାଏ ଯେ ଏହି ମାଛ ଯେବେବି ଦେଖାଯାଏ ତା ପରଦିନ ହିଁ ଭୂମିକମ୍ପ ହୁଏ।

ମେକ୍ସିକାନର ସମୁଦ୍ର ତଟରେ ଦେଖିବାକୁ ମିଳିଛି ପାଖାପାଖି ୧୩ ଫୁଟ ଲମ୍ବର ଏକ ଅରଫିସ୍ । ତେବେ ରବିବାର ଦିନ ଜଣେ ଆଗ୍ରିକଲ୍ଚର ଇଞ୍ଜିନିୟର ତାଙ୍କର ଜଣେ ବନ୍ଧୁଙ୍କ ସହ ଏହି ଅରଫିସକୁ ଠାବ କରିଥିଲେ। ସେହିପରି ୨୦୧୧ ମସିହାରେ ହୋଇଥିବା ଏହି ଭୟଙ୍କର ଫୁକୁସିମା ଭୂକମ୍ପ ହେବାର ଠିକ ପୂର୍ବରୁ ଏହି ପ୍ରଜାତିର ଏକ ମାଛକୁ ଜାପାନରେ ଭୟର ବାତାବରଣ ସୃଷ୍ଟି କରିଥିଲା। ସେହି ବର୍ଷ ଜାପାନରେ ଆସିଥିବା ଭୟଙ୍କର ଭୂମିକମ୍ପ ଫୁକୁସିମା ପୂର୍ବରୁ ଏହି ମାଛ ଦେଖାଯାଇଥିଲା।

ଭୂମିକମ୍ପର ପ୍ରଭାବ ପଡିଥିବା ଅଞ୍ଚଳ ଗୁଡିକରେ ଏହି ମାଛ ଦେଖାଯାଉଥିବାରୁ ଏହାକୁ “ଆର୍ଥକ୍ୱେକ ଫିସ୍” ବୋଲି ସ୍ଥାନୀୟ ଲୋକ କୁହନ୍ତି। ଆଉ ଏହି ମାଛ ଠିକ ଭୂକମ୍ପର ଗୋଟିଏ ଦିନ ପୂର୍ବରୁ ହିଁ ଦେଖାଯାଇଥିଲା। ତେବେ ୧୭ ମିନିଟର ଏକ ଛୋଟ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି । ଫର୍ଣ୍ଣାଡୋ କାଭାଲିନ ଓ ତାଙ୍କ ବନ୍ଧୁ ଡାଭିଡ ଡେ ଯାବେଡୋରସ୍କି ଏହିଭଳି ଏକ ମାଛକୁ ଧରିଥିବା କହିଛନ୍ତି ।

video courtesy : The Community News

ତେବେ ଦୁର୍ଭାଗ୍ୟର କଥା ଯେ ଏହି ମାଛ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲା। ମାଛର ପ୍ରୋଟିନ ବିଷୟରେ କେଭଲିନ ଲୋକାଲ ମିଡିଆରେ ମଧ୍ୟ ତଥ୍ୟ ପ୍ରକାଶ କରିଛନ୍ତି । ସେମାନେ ଏକ ଭୟଙ୍କର ଭୂମିକମ୍ପ ଆସୁଥିବା ସମୟରେ ହି ବାହାରକୁ ଆସିଥାନ୍ତି ଆଉ ଏହାକୁ ନ ମାରିବା ପାଇଁ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି। ସେହିଭଳି ବିଭିନ୍ନ ଲୋକ ଏହି ମାଛ ବିଷୟରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ କରିଛନ୍ତି ।

Pritiparna

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

3 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

9 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

23 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago