ବିଏସ୍ ୟୁଦୁରପ୍ପାଙ୍କ କ୍ୟାବିନେଟ ମନ୍ତ୍ରୀ ପାଇଁ ୧୭ ଜଣ ବିଧାୟକଙ୍କ ନାମ ଘୋଷଣା

ବେଙ୍ଗାଲୁରୁ(କେନିୟୁଜ): କୁମାର ସ୍ୱାମୀ ସରକାର ଆସ୍ତା ଭୋଟରେ ପରାଜୟ ପରେ ବିଜେପିର ବିଏସ୍ ୟୁଦୁରପ୍ପା ମୁଖ୍ୟମନ୍ତ୍ରା ଭାବେ ସପଥ ନେବାର ୧ ମାସ ବ୍ୟବଧାନରେ ସେ ତାଙ୍କ ମନ୍ତ୍ରୀ ମଣ୍ଡଳ ଗଠନ ପାଇଁ ରାଜ୍ୟ ପାଳଙ୍କୁ ଚିଠି ଲେଖିଛନ୍ତି । ତେବେ କ୍ୟାବିନେଟ ମନ୍ତ୍ରୀ ପାଇଁ ସେ ୧୭ ଜଣ ବିଧାୟକଙ୍କ ନାମ ଘୋଷଣା କରିଛନ୍ତି । ତେବେ ଏନେଇ ରାଜ୍ୟପାଳଙ୍କୁ ୧୭ ଜଣଙ୍କର ନାମ ପ୍ରଦାନ କରିଛନ୍ତି ।

ଏହି ୧୭ ଜଣ ବିଧାୟକ ମାନଙ୍କ ମଧ୍ୟରେ ହେଲେ ଗୋବିନ୍ଦ ମକଥାପ୍ପା କାରାଜୋଲ,ଡ. ଅଶ୍ୱନୀ ନାରାୟଣ ସି ଏନ୍,ଲକ୍ଷ୍ମଣ ସଂଗାପା ସାବାଧି,କେଏସ୍ ଇଶ୍ୱରପ୍ପା,ଆର୍ ଅଶୋକ,ଜଗଦିଶ ସେଠର,ବି ଶ୍ରୀରାମୁଲ,ଏସ୍ ସୁରେଶ କୁମାର,ଭୀ ସୋମାନ୍ନା,ସିସଟି ରବି,ବସଭରଜା ବୋମାଇ,କୋଟା ଶ୍ରୀନିବାସ ପୁଜ୍ଜାରୀ,ଜେସି ମଧୁ ସ୍ୱାମୀ,ଚନ୍ଦ୍ରକାନାଟ ଗୈାଡା,ଚନ୍ନପାଗୈାଡା ପାଟିଲ,ଏଚ ନଗେଶ,ପ୍ରଭୁ ଚୁହାନ,ଜୋଲ୍ଲେ ଶଶିକାଲା ପ୍ରମୁଖ ଥିବା ଜଣା ଯାଇଛି । ତେବେ ଏମାନଙ୍କ ମଧ୍ୟରୁ ଏଚ୍ ନଗେଶ ହେଉଛନ୍ତି ସ୍ୱାଧିନ ବିଧାୟକ ।