ଆଫଗାନିସ୍ତାନରେ ଲୁଚିଛନ୍ତି ୨୦୦ ମହିଳା ଜଜ୍‌, ତାଲିବାନୀ ଓ ଅଲକାଏଦା ଆତଙ୍କୀଙ୍କୁ ଦିନେ ପଠାଇଥିଲେ ଜେଲ

କାବୁଲ : ଆଫଗାନିସ୍ତାନରେ ଲୁଚିଛନ୍ତି ୨୦୦ ମହିଳା ଜଜ୍‌ । ଆତଙ୍କୀକୁ ତାଲିବାନ ଛାଡ଼ିବା ପରେ ସେମାନଙ୍କ ଜୀବନ ପ୍ରତି ବିପଦ । ଏହି ମହିଳା ଜଜ୍‌ ମାନେ ତାଲିବାନୀ, ଅଲକାଏଦା ଆତଙ୍କୀଙ୍କୁ ଜେଲ ପଠାଇଥିଲେ । ଏବେ ସବୁ ଆତଙ୍କୀଙ୍କୁ ତାଲିବାନ ଛାଡି ଦେଇଛି । କିଛି ମହିଳା ଜଜ୍‌ ଭୟରେ ଶୋଇପାରୁନାହାନ୍ତି । ଆତଙ୍କିତ ଅବସ୍ଥାରେ ଅଛନ୍ତି ସେମାନଙ୍କ ପରିବାର । ଫୋନରେ ବି ମହିଳା ଜଜ ମାନଙ୍କୁ ଆସୁଛି ଧମକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.