ଛତିଶଗଡ଼ ରାୟପୁରରେ ଲ୍ୟାଣ୍ଡିଂ ବେଳେ ଜଳିଗଲା ହେଲିକପ୍ଟର: ୨ ପାଇଲଟ୍‌ଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ):ଛତିଶଗଡ଼ରେ ହେଲିକପ୍‌ଟର ଦୁର୍ଘଟଣା । ରାୟପୁର ଏୟାରପୋର୍ଟରେ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ କ୍ୟାପଟେନ୍‌ ଗୋପାଳକୃଷ୍ଣ ପଣ୍ଡା ଓ କ୍ୟାପଟେନ୍‌ ଏପି ଶ୍ରୀବାସ୍ତବ। ଲ୍ୟାଣ୍ଡିଂ ବେଳେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ହେଲିକପ୍ଟର ଭିତରେ ହିଁ ଉଭୟ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିଲା । ହେଲିକପ୍ଟରରେ କେହି ଯାତ୍ରୀ ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.