ହରିୟାଣା: ପାରିବାରିକ ସମସ୍ୟା ନେଲା ଜୀବନ, ଦୁଇ ଛଆ ଓ ସ୍ତ୍ରୀକୁ ବିଷ ଦେଇ ନିଜେ ଆତ୍ମହତ୍ୟା କଲେ ବ୍ୟକ୍ତି

ହରିୟାଣା: ଗୋଟିଏ ପଟେ ସାରାଦେଶରେ ଦୀପାବଳୀର ପର୍ବ ଧୂମଧାମରେ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହରିୟାଣାରୁ ସମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା। କୃଷ୍ଣ  କୁମାର ନାମକ ଜଣେ ବ୍ୟକ୍ତି ନିଜ ଘରୋଇ ସମସ୍ୟା କାରଣରୁ ପରିବାର ୪ ଜଣକୁ କ୍ଷୀରରେ ବିଷ ମିଶାଇ ପିଆଇଦେଇଥିଲେ। ପରେ ନିଜେ  ସେହି  ବିଷ ପିଇ ଅତ୍ମହତ୍ୟା କରିଛନ୍ତି।

ସୂଚନା ମୁତାବକ ହରିୟାଣା ମହେନ୍ଦ୍ରଗଡ ଜିଲ୍ଲାର  ନାଙ୍ଗାଲ ଚୈଧୁରୀ ଅଧିନସ୍ଥ କାରୋତି କମାନିଆଁ ଗାଁରେ  କୃଷ୍ଣ  କୁମାର ରୁହନ୍ତି। ଗତ ଗୁରୁବାର ରାତିରେ କୃଷ୍ଣ କୁମାର ନିଜର ଘରୋଇ ଅଭାବକୁ ପୂରଣ ନକରିପାରିବାରୁ ନିଜ ପୁଅ ଝିଅ ଓ ସ୍ତ୍ରୀକୁ କ୍ଷୀରରେ ବିଷ ମିଶାଇ  ପିଇବାକୁ  ଦେଇଥିଲ। ପରେ ସେମାନେ ମରିସାରିବାପରେ ନିଜେ କୃଷ୍ଣ କୁମାର ସେହି  ବିଷ ମିଶା କ୍ଷୀର ନିଜେ ପିଇଥିଲେ ଓ କିଛି ସମୟ ମଧ୍ୟରେ ଜୀବନ ହାରିଥିଲେ।

ନାଙ୍ଗଲ ଚୈଧୁରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସନ୍ତେଷ କୁମାରଙ୍କ  କହିବା କଥା ହେଲା ଉଭୟ ଦମ୍ପତି ପୂର୍ବରୁ ଦୁଇଥର ଏଭଳି  ଅତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଳେ କିନ୍ତୁ ଡାକ୍ତରଖାନାରେ ସେମାନଙ୍କୁ ଚିକିତ୍ସା କରାଯିବା ପରେ ସେମାନେ ଠିକ୍ ହୋଇଯାଉଥିଲେ । ଏବେ କିନ୍ତୁ ଗୁରୁବାର ଦିନ ନେଇଥିବା ପଦକ୍ଷେପରେ ନିଜ ପୁଅ ଦୀପାଂଶୁ, ଝିଅ ମୋନିକା ସ୍ତ୍ରୀ ମୁକେଶ ଦେବୀଙ୍କର ମୃତ୍ୟୁ ହୋଇଯାଇଛି।  ମରଶରୀରକୁ  ଉଦ୍ଧାର କରି ପୋଷ୍ଟମର୍ଟମ କରିସାରିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ କହିଛନ୍ତି। ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଯାଞ୍ଚ ଚଳାଇଛି।

 

 

 

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

9 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

14 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

28 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago