ଜମ୍ମୁ କାଶ୍ମୀର : ବଡଗାମରେ ୪ ଆତଙ୍କୀ ଗିରଫ, ବହୁ ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁ : ଜମ୍ମୁ କାଶ୍ମୀର ପୋଲିସ୍କୁ ମିଳିଛି ବଡ଼ ସଫଳତା । ୪ ଆତଙ୍କବାଦୀଙ୍କୁ ଗିରଫ କରିଛି ଜମ୍ମୁ କଶ୍ମୀର ପୋଲିସ । ଲସ୍କର ଇ ତୋଇବା ଆତଙ୍କୀ ସଂଗଠନର ସଦସ୍ୟ ବୋଲି ଏମାନେ ଜଣାପଡ଼ିିଛନ୍ତି ।

ଏମାନଙ୍କୁ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି। ଏଥିରେ ଅଛି ୩ଟି ଗ୍ରେନେଡ୍, ୨ଟି ଏକେ-ମାଗାଜିନ୍, ୬୫ ରାଉଣ୍ଡ ଗୁଳି ଓ ଏକେ-୪୭ । ଗତ କିଛି ଦିନ ହେଲା ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ବଢ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.