ଆସନ୍ତା ବର୍ଷଠାରୁ ବି.ଇଡି କୋର୍ସକୁ ଚାରି ବର୍ଷ କରିବାକୁ ଯାଉଛୁ : ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ : ମାନବ ସଂଶାଧାନ ବିକାଶ ମନ୍ତ୍ରୀ ପ୍ରକାଶ ଜାବେଦକର ଏକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସରକାର ଆସନ୍ତା ବର୍ଷଠାରୁ ବ୍ୟାଚଲର ଇନ ଏଜୁକେଶନ କୋର୍ସର ଅବଧି ୪ ବର୍ଷ କରିବାକୁ ଯାଉଛନ୍ତି । ଏହା ଦ୍ୱାରା ଶିକ୍ଷା ମାନରେ ସୁଧାର ଆସିବ। କେନ୍ଦ୍ର ବିଦ୍ୟାଳୟ ଏବଂ ଜବାହାର ନବୋଦୟ ବିଦ୍ୟାଳୟରେ ଦୁଇ ଦିନ ପର‌୍ୟ୍ୟନ୍ତ ଚାଲିଥିବା କନଫରେନ୍ସର ଦ୍ୱିତୀୟ ଦିନରେ ପ୍ରଧାନ ଆଚାର‌୍ୟ୍ୟଙ୍କୁ ସମ୍ବୋଦ୍ଧିତ କରି ଜାବେଦକର କହିଛନ୍ତି, ଆମେ ବି.ଇଡି କୋର୍ସକୁ ଚାରି ବର୍ଷ କରିବାକୁ ଯାଉଛୁ । କାରଣ ପାର୍ଥୀଙ୍କ ପାଇଁ ଏହା ଶେଷ ବିକଳ୍ପ ରହୁଛି । ଏହା ପ୍ରଥମ ବିକଳ୍ପ ହେବା ଆବଶ୍ୟକ । ଏହା ପାର୍ଥୀଙ୍କର ନିଜସ୍ୱ ପସନ୍ଦ ରହିବା ଉଚିତ୍ ଅନ୍ୟ କୌଣସୀ ପାଠ୍ୟକ୍ରମର ବିକଳ୍ପ ନୁହେଁ । ଏହି ନିୟମ ଲାଗୁ ହେବା ପରେ ବିଦ୍ୟାର୍ଥୀ ଦ୍ୱାଦଶ ଶ୍ରେଣୀରୁ ନାମ ଲେଖାଇ ପାରିବେ । ଏହାସହ ମନ୍ତ୍ରୀ କହିଛନ୍ତି, ୧୫ରୁ ୨୦ ରାଜ୍ୟରେ ୫ମ ୮ମ କକ୍ଷା ପାଇଁ ପରୀକ୍ଷା ଆୟୋଜନ କରୁଛନ୍ତି । ଜାନୁଆରୀରେ ଏହି କକ୍ଷାରେ ଏବେ ଶିକ୍ଷା ଅଧିକାର ଅଧିନିୟମ ଆଧାରରେ ଡିଟେନଶନ ପଲିସି ଲାଗୁ ହେବ । ନିୟମ ଲାଗୁ ହେବା ପରେ ଏହାକୁ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରମାନେ ମଧ୍ଯ କରି ପାରିବେ ।

KNews Bureau

Recent Posts

ପୋଲ ଉପରୁ ଖସିଲା ବାଇକ୍, ଜଣେ ମୃତ; ଜଣେ ଗୁରୁତର

ସାଲେପୁର (କେନ୍ୟୁଜ): ପୋଲ ଉପରୁ ଖସିଲା ବାଇକ୍ । ଜଣେ ମୃତ, ଜଣେ ଗୁରୁତର । ମାହାଙ୍ଗା ବରଦିଆ ନିକଟ…

12 seconds ago

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

15 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

29 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

40 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

48 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago