ସୀମାଞ୍ଚଳମ୍ ଦର୍ଶନ ସାରି ବ୍ରହ୍ମପୁର ଫେରୁଥିବା ବେଳେ ଆନ୍ଧ୍ରପ୍ରଦେଶ ମଞ୍ଜୁଷା ନିକଟରେ ପୋଲ ତଳକୁ ଖସିଲା କାର, ୬ ମୃତ

ଆନ୍ଧ୍ରପ୍ରଦେଶ: ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା । ଆନ୍ଧ୍ରପ୍ରଦେଶର ମଞ୍ଜୁଷା ନିକଟରେ ସଡ଼କ ଦୁର୍ଘଟଣା । ସୀମାଞ୍ଚଳମ୍ ଦର୍ଶନ ସାରି ବ୍ରହ୍ମପୁର ଫେରୁଥିବା ବେଳେ ପୋଲ ତଳକୁ ଖସିଲା କାର । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ । ଅନ୍ୟ ଜଣେ ଗୁରୁତରଙ୍କୁ ପଲାସା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.