ଦେଶରେ ୨୪ ଘଣ୍ଟାରେ ୮ହଜାର ୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ, ୪ମୃତ

ନୂଆଦିଲ୍ଲୀ(କେନ୍ୟୁଜ): କ୍ରମାଗତ ଦ୍ୱିତୀୟ ଦିନରେ ୮ହଜାର ଉପରେ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୮,୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ । ୪ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ।

ଦିନକରେ ସୁସ୍ଥ ହେଲେ ୪,୪୩୫ ଆକ୍ରାନ୍ତ । ଦେଶରେ ଆକ୍ଟିଭ୍‌ କେସ୍‌ ୪୪,୫୧୩କୁ ବୃଦ୍ଧି ପାଇଛି । ଦେଶରେ ସୁସ୍ଥ ହେଲେଣି ମୋଟ ୪,୨୬,୫୨,୭୪୩ ଆକ୍ରାନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.