ରାସ୍ତାରେ ପଡିଛି ପୁଳା ପୁଳା କଟା ହୋଇଥିବା ଟଙ୍କା, କିଏ ଓ କାହିଁକି ପକାଇଛି କାରଣ ଅସ୍ପଷ୍ଟ

କୋଲକତା (କେନ୍ୟୁଜ): କୋଲକତାର ଭବାନିପୂର ଚକ୍ରବେଡିଆ ରାସ୍ତାରେ ବହୁ ପରିମାଣର କଟା ଟଙ୍କା ପଡ଼ି ରହିଛି। ଦୁଇ ହଜାର ,ଏକ ହଜାର ଓ ପାଞ୍ଚ ଶହ ଟଙ୍କିଆ କଟା ନୋଟ ଗୁଡ଼ିକ ହିଁ ପଡ଼ିଛି। ତେବେ ହଠାତ ଏହି କଟା ଟଙ୍କା କିଏ ପକାଇଛି ,କାହା ପାଖରେ ଥିଲା ସେ ବିଷୟ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି। ନୋଟବନ୍ଦୀ ସମୟର ଟଙ୍କା କୁ ହୁଏତ କିଏ ଲୁଚାଇ ରଖିଥିଲେ ବୋଲି କେତେକ କୁହନ୍ତି। ଏହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.