ପପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୁକମ୍ପ ଝଟକା, ତ୍ରୀବ୍ରତା ୬.୫
ପପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୁକମ୍ପ ଝଟକା । ଭୁକମ୍ପରେ ଥରି ଉଠିଲା ପପୁଆ ନ୍ୟୁ ଗିନିର କିମ୍ବେ ଅଞ୍ଚଳ । ରିକ୍ଟର ସ୍କେଲରେ ଭୁମିକମ୍ପର ତ୍ରୀବ୍ରତା ଥିଲା ୬.୫ । ଭୂପୃଷ୍ଠର ୫୮୨.୬ କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ । ଏନେଇ ୟୁଏସ ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ସୁଦ୍ଧା ସୁନାମୀ କିମ୍ବା କ୍ଷୟକ୍ଷତି ନେଇ କୌଣସି ଆକଳନ କରାଯାଇନାହିଁ । ଫେବୃଆରୀ ୨୬ରେ ମଧ୍ୟ ପପୁଆ ନ୍ୟୁ ଗିନିରେ ଭୁକମ୍ପ ଅନୁଭୂତ ହୋଇଥିଲା । ପୂର୍ବରୁ ସେପ୍ଟେମ୍ବର ୧୧ ତାରିଖରେ ହୋଇଥିବା ଭୁକମ୍ପରେ ଅନେକ କ୍ଷୟକ୍ଷତି ହୋଇଥିଲା ।