ପଶୁପକ୍ଷୀଙ୍କ ଗାଁ, ଏଠି ରୁହନ୍ତି ମାତ୍ର ଜଣେ ମଣିଷ ଆଉ ପଶୁପକ୍ଷୀ ସେମାନଙ୍କ ପଡୋଶୀ

ରୁଷିଆ ସୀମା ନିକଟସ୍ଥ ଏକ ଗ୍ରାମ ଯାହାର ନାମ ଡୋବଋସା। ୩୦ବର୍ଷ ପୂର୍ବେ ଏହି ଗାଁରେ ପାଖାପାଖି ୨୦୦ ଲୋକ ବାସ କରୁଥିଲେ କିନ୍ତୁ ଆଜି ଏହି ଗାଁରେ ମାତ୍ର ଜଣେ ଲୋକ ବାସକରନ୍ତି। ସୂଚନା ଅନୁଯାୟୀ ସୋଭିଏତ ସଂଘ ଭାଙ୍ଗିବା ପରେ ଏହି ଗାଁ ର ଲୋକ ମାନେ ଏହି ଗାଁ ଛାଡି ସହର ଏବଂ ଅନ୍ୟାନ୍ୟ ସ୍ଥାନକୁ ଚାଲିଯାଇଥିଲେ ଓ ଅନ୍ୟ କିଛି ଲୋକଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ବର୍ଷ ଆରମ୍ଭରେ ଡୋବଋସାରେ ସମୁଦାୟ ତିନି ଜଣ ଲୋକ ବାସ କରୁଥିଲେ ସେମାନେ ହେଲେ ଗରିସା ମୁନଟେନ ଏବଂ ଏକ ଦମ୍ପତ୍ତି ଜେନା ଓ ଲିଡିଆ ଲୌଜିସ୍କି। ଗତ ଫ୍ରେବୃୟାରିରେ ଜେନା ଓ ଲିଡିଆ ଲୌଜିସ୍କିଙ୍କର ହତ୍ୟା ହୋଇଯାଇଥିଲା ଓ ଏହା ପରଠୁ ସେହି ଗାଁରେ ମାତ୍ର ଜଣେ ବାସ କରନ୍ତି ସେ ହେଲେ ଗରିସା ମୁନଟେନ।

ଯଦିଓ ଗରିସା ମୁନଟେନ ଏକା ରୁହନ୍ତି କିନ୍ତୁ ଏପରି ନୁହେଁ ଯେ ତାଙ୍କ ସହିତ ରହିବା ପାଇଁ କେହି ନାହାନ୍ତି କାରଣ ତାଙ୍କ ପାଖେ ଅଛନ୍ତି ୫ଟି କୁକୁର, ୨ଟି ବିଲେଇ, ୯ଟି ଟର୍କୀ ପକ୍ଷୀ, ୪୨ଟି କୁକୁଡ଼ା, ୫୦ଟି କପୋତ, ୧୨୦ଟି ବତକ ଏବଂ ହଜାର ହଜାର ମଧୁମକ୍ଷି। ଗରିସା ମୁନଟେନ କୁହନ୍ତି କି ତାଙ୍କ ଗାଁରେ ପାଖାପାଖି ୫୦ଟି ଘର ଥିଲା କିନ୍ତୁ ସୋଭିଏତ ସଂଘ ଭାଙ୍ଗିଲା ପରେ ଲୋକମାନେ ପାଖାପାଖି ସହର ମାଲ୍ଡୋଵା ,ଋଷ ଏବଂ ୟୁରୋପରେ ବାସ କରୁଛନ୍ତି। ସେ କୁହନ୍ତି କି ଏକା ରହିବା ବହୁତ କଷ୍ଟକର ଅଟେ କିନ୍ତୁ ଗରିସା ନିଜର ଏକାପଣ ଦୂର କରିବା ପାଇଁ ଏକ ନୂଆ ଉପାୟ ଆପଣେଇ ନେଇଛନ୍ତି। କ୍ଷେତରେ କାମ କରିବା ବେଳେ ସେ ଗଛ ଏବଂ ପଶୁ ପକ୍ଷୀ ମାନଙ୍କ ସହ କଥା ହୁଅନ୍ତି କାରଣ ତାଙ୍କ ସହ କଥାହେବା ପାଇଁ ସେଠାରେ ଅନ୍ୟ କେହିବି ନାଁହାନ୍ତି।

୬୫ ବର୍ଷୀୟ ଗରିସା ମୁନଟେନଙ୍କ କହିବା ଅନୁଯାୟୀ ଯେତେବେଳେ ଗ୍ରାମରେ ଜେନା ଓ ଲିଡିଆ ଲୌଜିସ୍କି ରହୁଥିଲେ ଗରିସା ତାଙ୍କ ସହ ମିଶିକି ରହୁଥିଲେ କିନ୍ତୁ ସେମାନଙ୍କ ହତ୍ୟା ପରେ ସେ ସମ୍ପୂର୍ଣ ଭାବେ ଏକା ହୋଇଯାଇଛନ୍ତି। ସୂଚନା ଅନୁଯାୟୀ ଜେନା ଓ ଲିଡିଆ ଲୌଜିସ୍କି ଙ୍କ ହତ୍ୟା ଏକ ଶ୍ରମିକ ଦ୍ୱାରା ହୋଇଥିଲା।

 

KNews Bureau

Recent Posts

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

1 min ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

36 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

48 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago