ଲତା ମଙ୍ଗେସକରଙ୍କ ଗୀତକୁ ଖୁବ୍‌ ସୁନ୍ଦର ଭାବେ ଗାଇଲେ ଜଣେ ମହିଳା ଭିକାରୀ

ଚର୍ଚ୍ଚାରେ ପଶ୍ଚିମବଙ୍ଗର ମହିଳା ଭିକାରୀ। ମହିଳା ଭିକାରୀ ଜଣଙ୍କ ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଗୀତକୁ ଖୁବ୍‌ ସୁନ୍ଦର ଭାବେ ଗାଉଛନ୍ତି। ମହିଳାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହିଳା ଜଣଙ୍କ ପଶ୍ଚିମବଙ୍ଗର ରାନାଘାଟ ରେଲେଓ୍ଵ ଷ୍ଟେସନରେ ବସନ୍ତି। ହିନ୍ଦୀ ଫିଲ୍ମ ‘ଶୋର’ର ‘ଏକ ପ୍ୟାର କି ନଗମା ହେ’ ଗୀତକୁ ଖୁବ ସୁନ୍ଦର ଭାବେ ଗାଇଛନ୍ତି ମହିଳା। ମହିଳାଙ୍କ ପରିଚୟ ଏପର‌୍ୟ୍ୟନ୍ତ ମିଳିପାରିନଥିଲେ ମଧ୍ୟ ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟିଯାଇଛନ୍ତି ସେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.