ପାକିସ୍ତାନର ହୋସ୍ ଉଡାଇବାକୁ ଆସିଗଲେ ଅଭିନନ୍ଦନ, ଦୀର୍ଘ ୬ମାସ ପରେ ପୁଣି ମିଗ୍-୨୧ରେ ଭରିଲେ ଉଡାଣ

ନୂଆଦିଲ୍ଲୀ: ବାଲାକୋଟ ଆକ୍ରମଣ ପରେ ଭାରତୀୟ ସୀମାରେ ପଶିଥିବା ପାକିସ୍ତାନର ଏଫ୍-୧୬ ଲଡୁଆ ବିମାନକୁ ମିଗ୍-୨୧ ବାଇସନ୍ ସାମ୍ନା କରି ତଳକୁ ଖେସେଇ ଦେବାରେ ସଫଳ ହୋଇଥିଲା । ଯେଉଁଥିରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ତେବେ ସବୁଠାରୁ ବଡ କଥା ହେଲା କି ଦୀର୍ଘ ଦିନର ଅପେକ୍ଷା ପରେ ମିଗ୍ ୨୧ ବିମାନରେ ପୁଣି ଉଡାଣ ଭରିଛନ୍ତି ଅଭିନନ୍ଦନ । ସୂଚନା ଅନୁଯାୟୀ ୨୭ ଫେବ୍ରୁଆରୀରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିମାନ ଆକ୍ରମଣ ସମୟରେ ଅଭିନନ୍ଦନଙ୍କ ବିମାନ ତଳକୁ ଖସିପଡିଥିଲା ଏବଂ ସେ ସିଧା ଯାଇ ପାକିସ୍ତାନ ସୀମାରେ ଖସିଡିଥିଲେ ଏବଂ ଖୁବ୍ ଯୋରରେ ତାଙ୍କୁ ଆଘାତ ଲାଗିଥିଲା  । ଏହାପରେ ବହୁ ତର୍କବିତର୍କ ମଧ୍ୟରେ ଅଭିନନ୍ଦନଙ୍କୁ ପାକିସ୍ତାନରୁ ଭାରତକୁ ଫେରାଇ ଅଣାଯାଇପାରିଥିଲା । ଏହାପର ଠାରୁ ଅଭିନନ୍ଦନଙ୍କୁ ବିମାନ ଉଡାଣ ଡ୍ୟୁଟିରୁ କିଛି ଦିନ ପାଇଁ ବିରତି ଦିଆଯାଇଥିଲା । ଜଣେ ଅଧିକାରୀ କହିଛନ୍ତି କି, ୱିଙ୍ଗ କମାଣ୍ଡର ଅଭିନନ୍ଦନ ୬ମାସ ପରେ ପୁଣି ବିମାନ ଉଡାଣ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଅଭିନନ୍ଦନ ରାଜସ୍ଥାନରେ ଭାରତୀୟ ବାୟୁସେନା ସହିତ ଯୋଡି ହୋଇଛନ୍ତି ।

Sonalisa

Recent Posts

ଏମିତି ଜଣେ କାରିଗର ଯାହାଙ୍କ ହାତର ସ୍ପର୍ଶରେ ମାଟିର ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…

34 seconds ago

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

8 mins ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…

9 mins ago

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

23 mins ago

ଦଙ୍ଗଲ ଅଭିନେତ୍ରୀ ଜାୟରା ଓ୍ଵାସିମଙ୍କ ପିତାଙ୍କ ନିଧନ, ଫ୍ୟାନ୍ସଙ୍କୁ ଏମିତି ଅପିଲ କଲେ ଜାୟରା

ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…

55 mins ago

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…

56 mins ago