ରାଜ୍ୟସଭାରେ ମହାନଦୀ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର, ଓଡିଆରେ କହିଲେ ଭାଷଣ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟସଭାରେ ମହାନଦୀ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଟ୍ରିବ୍ୟୁନାଲ ଗଠନ ହେବାର ୨ ବର୍ଷ ହୋଇଗଲାଣି, ହେଲେ ଏପର୍ଯ୍ୟନ୍ତ କୌଣସି ଫଇସଲା ହୋଇପାରିଲା ନାହିଁ । ଆନ୍ତଃରାଜ୍ୟ ଜଳ ବିବାଦ ନେଇ ବାରମ୍ବାର କେନ୍ଦ୍ର ନିକଟରେ ଦାବି କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ । ଓଡ଼ିଶାାର ୧୬ ଜିଲ୍ଲାର ପ୍ରାୟ ୨କୋଟି ଲୋକ ପ୍ରଭାବିତ ହୋଇଥିବା କହିଛନ୍ତି ସସ୍ମିତ ପାତ୍ର । ରାଜ୍ୟସଭାରେ ଓଡ଼ିଆରେ ଏହି ପ୍ରସଙ୍ଗ ରଖିଥିଲେ ସାଂସଦ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.