ରାମ ମନ୍ଦିର ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ଦେବେ ଆସାମର ଦୁଇ ମୁସଲିମ୍‌ ସଂଗଠନ

ଅଯୋଧ୍ୟା ବିବାଦରେ ସୁପ୍ରିମ କୋର୍ଟ ନିଷ୍ପତି ନେବା ପରେ ଆସାମର ଦୁଇ ମୁସଲିମ୍‌ ସଂଗଠନ ରାମ ମନ୍ଦିର ନିର୍ମାଣ କରିବା ପାଇଁ ୬ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି। ଜିଏସପିଏର ବ୍ୟାନରରେ ୨୧ ଜଣ ମୁସଲିମ୍‌ ସଂଗଠନ ସାମିଲ୍‌ ହୋଇଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ଛାତ୍ର ସଂଗଠନ ଅଲ ଆସାମ ମୋରିୟା ଯୁବା ପରିଷଦ ଏକ ଲକ୍ଷ ଟଙ୍କା ଏବଂ ଜିଏସପିଏ ୫ ଲକ୍ଷ ଟଙ୍କା ଦାନ ଦେବା ପାଇଁ ଘୋଷଣା କରିଛନ୍ତି।

ଏହାସହ ପଢନ୍ତୁ: ଅଯୋଧ୍ୟା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ, କହିଲେ ସୁପ୍ରିମକୋର୍ଟଙ୍କ ରାୟ ଦେଶ ପାଇଁ…

ରିପୋର୍ଟ ଅନୁଯାୟୀ ଜିଏସପିଏର ଅଧ୍ୟକ୍ଷ ସୌୟଦ ମୁନିମୁଲ ସଭାଲ ଅଯୋଧ୍ୟା ବିବାଦରେ ସୁପ୍ରିମ୍‌ କୋର୍ଟର ଐତିହାସିକ ନିଷ୍ପତିର ସ୍ୱାଗତ କରିବା ପାଇଁ ଦେଶର ଏକ ତା ପ୍ରତି ସମର୍ଥନ କରିବା କାରଣରୁ ଆମେ ମଧ୍ୟ ଏହି ଐତିହାସିକ ନିଷ୍ପତିର ଭାଗ ନେବାକୁ ଚାହୁଁଛୁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.