ସ୍କୁଟରରେ ଆଣ୍ଟି କଲେ ‘ନଶେ ସି ଚଢ଼ଗୟି’ ଗୀତରେ ଏମିତି ଡ୍ୟାନ୍ସ, କି ଏବେ ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ : କଣ ଆପଣ କେବେ ୪୦- ୫୦ବର୍ଷିୟ ଆଣ୍ଟିଙ୍କୁ ସ୍କୁଟର ଉପରେ ନାଚୁଥିବାର ଦେଖିଛନ୍ତି ? ଆପଣ ଭାବୁଥିବେ ଏ କେମିତିକା ପ୍ରଶ୍ନ ଆମେ ଆପଣଙ୍କୁ ପଚାରଛୁ। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଜଣେ ୪୦-୫୦ ବର୍ଷିୟ ମହିଳାଙ୍କୁ ସ୍କୁଟର ଉପରେ ନାଚୁଥିବାର ଦେଖିବାକୁ ମିଳିଛି। ଖାଲି ସେତିକି ନୁହଁ ୧୮ ସେକେଣ୍ଡର ଏହି ଭିଡିଓ ସୋସସିଆଲ ମିଡିଆରେ ଭାଇରାଲ ହେଉଛି। ଆଣ୍ଟି ଜଣଙ୍କ ରଣବୀର ସିଂଙ୍କ ଗୀତ ନଶେ ସି ଚଢ଼ଗୟିରେ ସ୍କୁଟର ଚାଲୁଥିବା ବେଳେ ନାଚୁଥିବାର ନଜର ଆସିଛି।

ଦେଖନ୍ତୁ ଭିଡିଓ : 

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏହି ସ୍କୁଟର ଆଣ୍ଟିଙ୍କୁ ସମସ୍ତେ ଡ୍ୟାନ୍ସିଂ ଅଙ୍କଲଙ୍କ ସହ ତୁଳନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.