ବାବା ରାମଦେବଙ୍କ ବଡ ଚିନ୍ତା ! ପତଞ୍ଜଳୀ ଉପରେ ଲାଗିପାରେ ସାଢ଼େ ତିନି କୋଟି ଟଙ୍କା ଜରିମାନା

ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ପୁଣି ଥରେ ବିବାଦରେ ଫସିବା ଘଟଣା ସାମ୍ନାକୁ ଆସିଛି। ଆମେରିକା ସ୍ବାସ୍ଥ୍ୟ ନିୟାମକ ୟୁନାଇଟେଡ ଷ୍ଟେଟସ୍ ଫୁଡ୍ ଏଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ୟୁଏସଏଫଡିଏ)ର ଏକ ରିପୋର୍ଟରେ ପତଞ୍ଜଳୀ ଦ୍ବାରା ସର୍ବତର ଦୁଇ ବ୍ରାଣ୍ଡସ୍ ଉପରେ ଭାରତ ଏବଂ ଆମେରିକାରେ ଅଲଗା-ଅଲଗା ଗୁଣବତ୍ତାକୁ ଉପସ୍ଥାପନା କରିଛନ୍ତି।

ଏହି କାରଣରୁ ଆମେରିକା ଖାଦ୍ୟ ବିଭାଗ ପତଞ୍ଜଳୀ ଆୟୁର୍ବେଦ କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ବିଚାର କରାଯାଇଛି। ଯଦି ଦୋଷୀ ସାବ୍ୟସ୍ତ ହୁଏ ତେବେ କମ୍ପାନୀକୁ ପ୍ରାୟ ୩ କୋଟି ଟଙ୍କା ଜରିମାନା ଦେବାକୁ ପଡିପାରେ। ରିପୋର୍ଟ ଅନୁଯାୟୀ ପତଞ୍ଜଳୀ ଆୟୁର୍ବେଦ କମ୍ପାନୀର ଦୁଇ ସର୍ବତ ବ୍ରାଣ୍ଡ ଉପରେ ଅଲଗା-ଅଲଗା ଦାବି କରାଯାଇଛି।

କମ୍ପାନୀ ଭାରତରେ ବିକ୍ରି କରାଯାଉଥିବା ସର୍ବତ ଉତ୍ପାଦ ସ୍ତର ଉପରେ ଅଲଗା ଦାବି କରାଯାଇଛି। ସେହିଭଳି ଆମେରିକା ନିର୍ଯାତ କରାଯାଇଥିବା ସର୍ବତରେ ଅଲଗା ଦାବି କରାଯାଉଛି। ଯଦି ପତଞ୍ଜଳୀ ବିରୁଦ୍ଧରେ ଅଭିଯୋଗ ସତ ମିଳେ ତେବେ ଅପରାଧ ମାମଲା ଏବଂ ପାଞ୍ଚ ଲକ୍ଷ ଆମେରିକା ଡଲାର ଜରିମାନା ଲଗାଯାଇପାରେ। କେବଳ ଏତିକି ନୁହେଁ କମ୍ପାନୀର ଅଧିକାରୀଙ୍କୁ ତିନି ବର୍ଷର ଦଣ୍ଡ ମିଳିପାରେ।

ମାରୀନ ଏ ୱେଣ୍ଟଜେଲ ନାମକ ଏ ତଦନ୍ତ ଅଧିକାରୀ ପୂର୍ବ ବର୍ଷ ୭ ଏବଂ ୮ ମେ’ରେ ପତଞ୍ଜଳୀ ଆୟୁର୍ବେଦ ଲିମିଟେଡ ହରିଦ୍ବାର ସଯତ୍ନର ଇକାହୀ-ତିନର ନିରିକ୍ଷଣ କରାଯାଇଥିଲା। ୱେଣ୍ଟଜେଲ ନିଜ ନିରୀକ୍ଷଣ ରିପୋର୍ଟରେ କହିଛନ୍ତି ଯେ ଘରୋଇ (ଭାରତ) ଏବଂ ଅନ୍ତରାଷ୍ଟ୍ରୀୟ (ଆମେରିକା) ବଜାରରେ ‘ବେଲ ସର୍ବତ’ ଏବଂ ‘ଗୋଲାପ ସସର୍ବତ’ ନାମରେ ଉତ୍ପାଦ କରାଯାଉଥିବା ପତଞ୍ଜଳୀ ବ୍ରାଣ୍ଡ ନାମରେ ବିକ୍ରି କରାଯାଉଛି ଏବଂ ଭାରତୀୟ ସ୍ତର ଉପରେ ଔେଷଧୀୟ ଏବଂ ଆହାର ସମ୍ବଦ୍ଧୀୟ ଅତିରିକ୍ତ ଦାବି କରିଛନ୍ତି।

Pritiparna

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

13 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

22 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

30 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

47 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago