ଆସନ୍ତାକାଲି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ବନ୍ଦ । ବନ୍ଦ ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା । ବନ୍ଦକୁ ସଫଳ କରିବାକୁ ଓଡ଼ିଶା ଟ୍ରେଡ଼ ୟୁନିୟନ ଓ ଗଣ ସଙ୍ଗଠନ ମାନଙ୍କର ମିଳିତ ମଂଚ ନିବେଦନ କରିଛି । ଏହି ବନ୍ଦକୁ ସମର୍ଥନ ଦେଇଛି କଂଗ୍ରେସ୍‌ ।

କୃଷି ଆଇନ , ଅତ୍ୟାବଶକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ , ପ୍ରାଇଭେଟ ମଣ୍ଡି ଆଇନ ଓ ଚୁକ୍ତିବଦ୍ଧ ଚାଷ ଆଇନ ୨୦୨୦ ପ୍ରତ୍ୟାହାର କରିବାକୁ ଦାବି ହୋଇଛି । ବନ୍ଦରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏହି ଭାରତ ବନ୍ଦରେ ସାମିଲ ହେବାକୁ ନିବେଦନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.