ଦେଶ ବିଦେଶ

ନଦୀ କୂଳରେ ବିଶ୍ରାମ ନେଉଥିବା କୁମ୍ଭୀରକୁ ଥଣ୍ଟରେ ଆକ୍ରମଣ କଲା ପକ୍ଷୀ, ତା’ପରେ କଣ ହେଲା ଦେଖନ୍ତୁ

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ୟ ନିଜର ହସ ରୋକିପାରିବେ ନାହିଁ। ସରୀସୃପ ମାନଙ୍କ ମଧ୍ୟରୁ ମଗରମାଛ ଅର୍ଥାତ କୁମ୍ଭୀର ସବୁଠାରୁ ବଡ। ଆପଣମାନେ ତ ଜାଣିଥିବେ କୁମ୍ଭୀର ଦେଖିବାକୁ ସୁସ୍ଥ କିନ୍ତୁ ସିକାର ସମୟରେ ଏହା ଖୁବ୍‌ ଚଞ୍ଚଳ ଦେଖାଯାଇଥାଏ। ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ପକ୍ଷୀ ନଦୀକୂଳରେ ଆରାମ କରୁଥିବା କୁମ୍ଭରକୁ ନାକେଦମ କରିଦେଇଛି। ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ୍‌(IF) ଅଫିସର ସୁଶାନ୍ତ ନନ୍ଦ ଟ୍ଵିଟରରେ ସେୟାର କରିଛନ୍ତି। ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି।

ଭିଡିଓରେ ଆପଣ ଦେଖିବାକୁ ପାଇବେ କୁମ୍ଭୀର ପାଖରେ ଅନେକ ପକ୍ଷୀ ବସିଥିବା ବେଳେ ଗୋଟିଏ ପକ୍ଷୀ ହିଁ କୁମ୍ଭୀରକୁ ନାକେଦମ କରିଥିଲା। ଯାହାଦ୍ୱାରା କୁମ୍ଭୀରଟି ରାଗରେ ମାରିବାକୁ ଚେଷ୍ଟା କରୁଥିବାବେଳେ ପକ୍ଷୀଟି ତା ପୂର୍ବରୁ ଉଡିଯାଉଛି। ଯାହାର ଭିଡିଓ ଆପଣଙ୍କୁ ଖୁବ୍‌ ପସନ୍ଦ ଆସିବା ସହ ଆପଣ ମଧ୍ୟ ନିଜ ହସ ରୋକିପାରିବେନି।

KNews Bureau

Recent Posts

ଗଠନ ହେବ ନୂଆ ବିଧାନସଭା, ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌): ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ । ରାଜ୍ୟପାଳ ରଘୁବର ଦାଶ ୧୬ତମ ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ…

4 mins ago

ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରିବ କଖାରୁ, ହାର୍ଟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଆଜିର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦ୍ରୁତ ଗତିରେ…

10 mins ago

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ କେଦାର ଯାଦବ, ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ଟି୨୦ ବିଶ୍ୱକପ ଚାଲିଥିବା ବେଳେ ଭାରତର ପ୍ରଥମ ମ୍ୟାଚ୍‌ ଜୁନ୍‌ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚକୁ ଫ୍ୟାନ୍ସ…

11 mins ago

ଧର୍ମଶାଳା ଓ ରସୁଲପୁର ବ୍ଲକ ଅଫିସ୍ ରେ ଭଙ୍ଗାରୁଜା ଘଟଣାରେ ୨୦ ଗିରଫ

ଯାଜପୁର(କେନ୍ୟୁଜ୍‌): ଯାଜପୁର ଜିଲ୍ଲା ଧର୍ମଶାଳାରେ ମତଦାନ ପରେ ବ୍ଲକ ଅଫିସରେ ଭଙ୍ଗାରୁଜା ଘଟଣାରେ ୨୦ ଜଣ ଗିରଫ । ୨୦ଜଣଙ୍କୁ…

15 mins ago

ଦିଲ୍ଲୀ: ତାଜ୍‌ ଏକ୍ସପ୍ରେସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଧୁ ଧୁ ହୋଇ ଜଳୁଛି ୪ଟି କୋଚ୍‌

ଦିଲ୍ଲୀର ଓଖଲା ରେଳ ଷ୍ଟେସନରେ ତାଜ୍‌ ଏକ୍ସପ୍ରେସରେ ଲାଗିଛି ଭୟାବହ ନିଆଁ । କୁହାଯାଉଛି ଯେ ଯେତେବେଳେ ତାଜ୍‌ ଏକ୍ସପ୍ରେସ…

27 mins ago

ନିଖୋଜ ଥିଲେ ଏବେ ଜଙ୍ଗଲରୁ ମୃତ ଦେହ ଉଦ୍ଧାର, ହତ୍ୟା କରାଯାଇଥିବା ସନ୍ଦେହ

ଆଠଗଡ(କେନ୍ୟୁଜ୍‌) : ଆଠଗଡ଼ ଥାନା ଅନ୍ତର୍ଗତ ଗୋପୀବଲ୍ଲଭ ପୁର ସିଜୁ ମୁଣ୍ଡିଆ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର…

36 mins ago