କାର୍ଲିଫର୍ଣ୍ଣିଆ ସାନ ଡିଏଗୋରେ ବୁଡ଼ିଲା ଡଙ୍ଗା, ୩ ମୃତ୍ୟୁ ଓ ୯ ନିଖୋଜ

କାର୍ଲିଫର୍ଣ୍ଣିଆ ସାନ ଡିଏଗୋରେ ବୁଡ଼ିଲା ଡଙ୍ଗା । ୩ଜଣଙ୍କ ମୃତ୍ୟୁ, ୪ ଜଣ ଗୁରୁତର । ୯ଜଣ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ୨ଜଣ ଭାରତୀୟ ଶିଶୁ ଅଛନ୍ତି । ଗତକାଲି ସାନ ଡିଏଗୋର ଟୋରି ପାଇନ୍ସ ଷ୍ଟେଟ୍ ବିଚରେ ଏକ ଛୋଟ ଡଙ୍ଗା ଓଲଟି ପଡିଥିଲା ।
ଡଙ୍ଗାରେ ଏକ ଭାରତୀୟ ପରିବାର ଥିଲେ। ଡଙ୍ଗା ଓଲଟି ପଡିବା ପରେ ବାପା-ମାଆ ଉଦ୍ଧାର ହୋଇଥିବାବେଳେ ଦୁଇ ଶିଶୁ ନିଖୋଜ ହୋଇଛନ୍ତି । ଆହତଙ୍କୁ ସ୍କ୍ରିସ ମେମୋରିଆଲ ହସ୍ପିଟାଲ ଲା ଜୋଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Also read: ଅନ୍ତିମ ସଂସ୍କାରକୁ ଯାଉଥିବା ସମୟରେ ବୁଡିଲା ଡଙ୍ଗା, ୪ ମୃତ ୧୨ ନିଖୋଜ