ଐଶ୍ୱରିୟା ରାୟଙ୍କୁ ମିଳିଲା ସରକାରୀ ନୋଟିସ୍‌, ବାକି ରଖିଛନ୍ତି ଟିକସ

ରାଜ୍ୟ :

୧-ଭୁବନେଶ୍ୱର : ଘନ କୁହୁଡ଼ି ପାଇଁ ୪ ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ ।
୨-କୁଚିଣ୍ଡା : ଜମନକିରା ଥାନା ତୁଲୁବ ବ୍ରିଜ ନିକଟରେ ବସ୍‌-ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ।
୩-ବାଲେଶ୍ୱର : ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ସନ୍ତୋଷ ସିଂକୁ ୨୦ ବର୍ଷ କାରାଦଣ୍ଡାଦେଶ ।
୪- IRTS ଅବସର ପ୍ରାପ୍ତ ଅଧିକାରୀ ପ୍ରମୋଦ ଜେନାଙ୍କ ଘରେ CBI ରେଡ । ୧.୫୭ କୋଟି ନଗଦ କ୍ୟାସ, ୯.୫ କୋଟିର ୧୭ କେଜି ସୁନା ଜବତ ।

ଜାତୀୟ ଓ ଅନ୍ତର୍ଜାତୀୟ :

୧-ମୋଦି କହିଲେ ନିର୍ବାଚନକୁ ଆଉ ୪୦୦ ଦିନ ବାକି ।
୨ – ପାକିସ୍ତାନ ପୁଣି କହିଲା କଶ୍ମୀରରେ ଭାରତ ୩୭୦ ଲାଗୁ କରୁ ।
୩ -ଉତ୍ତରାଖଣ୍ଡରେ ଆହୁରି ୫ଟି ଜାଗା ଯୋଶୀମଠ ଅବସ୍ଥା ଭୋଗି ପାରନ୍ତି ।
୪ -୨୦୨୨ରେ ଚୀନ୍‌ରେ ୯୫ ଲକ୍ଷ ପିଲା ଜନ୍ମ ହୋଇଛନ୍ତି । ଜନ୍ମ ସଂଖ୍ୟା କମିଛି ।
୫ – ଐଶ୍ୱରିୟା ରାୟଙ୍କୁ ମିଳିଲା ସରକାରୀ ନୋଟିସ୍‌ । ବାକି ରଖିଛନ୍ତି ଟିକସ ।
୬ -ଜମ୍ମୁ କଶ୍ମୀର ବଡ଼ଗାଁରେ ଦୁଇ ଜଣ ଲସ୍ମର ଆତଙ୍କବାଦୀ ନିହତ ।
୭-କରୋନା ଭାଇରସ୍‌କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବଲ୍ୟୁଏଚ୍‌ଓର ନୂଆ ଗାଇଡ୍‌ ଲାଇନ୍‌ ଜାରି ।

ଖେଳ :

୧-ଆହତ କାରଣରୁ ଦିନିକିଆ ସିରିଜ୍‌ରୁ ଶ୍ରେୟସ ଆୟର ବାଦ୍‌, ଭାରତୀୟ ଦଳରେ ସାମିଲ ହେଲେ ରଜତ ପାଟିଦାର ।
୨-ମୁମ୍ବାଇ ବ୍ୟାଟର ସର୍ଫରାଜ ଖାନ୍‌ ରଣଜୀ ଟ୍ରଫିରେ ଶତକ ହାସଲ କଲେ । ଚଳିତ ସିଜିନ୍‌ରେ ଏହା ତାଙ୍କର ତୃତୀୟ ଶତକ ।
୩-ହକି ବିଶ୍ୱକପ୍‌ରେ ଆଜି ଜାପାନକୁ ୨-୧ ଗୋଲ୍‌ରେ ହରାଇ କୋରିଆ ବିଜୟୀ ।

 

Leave A Reply

Your email address will not be published.