ଦେଶ ବିଦେଶ

କରୋନା: ନିଜ ବାହାଘରରେ ହାତ ମିଳାଇବାକୁ ମନା କରିଦେଲେ ବର-କନ୍ୟା, ଅତିଥିଙ୍କ ସହ ଗୋଡ଼ ମିଳାଇ କହିଲେ ‘ନମସ୍ତେ’, ଦେଖନ୍ତୁ ଭିଡିଓ

ସାରା ବିଶ୍ୱରେ ୪୦୦୦ରୁ ଅଧିକ ଲୋକ କରୋନା ଭାଇରସ୍‌ ଯୋଗୁ ମୃତ୍ୟୁବରଣ କରିସାରିଲେଣି। ଦିନକୁ ଦିନ ଲୋକଙ୍କ ମଧ୍ୟରେ ଭୟ ବଢ଼ିବାରେ ଲାଗିଛି। ସେପଟେ ମାସ୍କର ଦାମ୍‌ ମଧ୍ୟ ବଢ଼ିଚାଲିଛି। ଏହାରି ଭିତରେ ଲୋକେ ନିଜ ବିବାହ ତାରିଖ ବି ଗଡ଼ାଇ ଦେଉଛନ୍ତି। ତେବେ ସୋସିଆଲ ମିଡିଆରେ ଏବେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବର-କନ୍ୟା ମାସ୍କ ପିନ୍ଧିଥିବା ନଜର ଆସୁଛନ୍ତି।

@shyaambharadwaj♬ original sound – bparksacar

ସବୁଠାରୁ ଭିନ୍ନ କଥା ହେଉଛି, ଦୁହେଁ ଅତିଥିମାନଙ୍କୁ ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବା ବଦଳରେ ଗୋଡ଼ ମିଳାଇ ଖୁସି ଜାହିର କରୁଛନ୍ତି। ଏହାସହିତ ସେମାନେ ନମସ୍ତେ ମଧ୍ୟ କହୁଛନ୍ତି। ଶ୍ୟାମ ଭରଦ୍ୱାଜ ନାମକ ବ୍ୟକ୍ତି ଏହାକୁ ନିଜ ଟିକ୍‌ଟକରେ ପୋଷ୍ଟ କରିଛନ୍ତି। ଏ ପଯ୍ୟର୍ନ୍ତ ଏହାକୁ ୯୦ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଲାଣି। ଏପରି କି, ବାହାଘରରେ ବର-କନ୍ୟା ଅତିଥିଙ୍କଠାରୁ କୌଣସି ଗିଫ୍ଟ ମଧ୍ୟ ନେଉନାହାନ୍ତି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago