ମାତ୍ର ୧୦୦ ଟଙ୍କାରେ କିଣିପାରିବେ ମୋଦିଙ୍କୁ ମିଳିଥିବା ଉପହାର, ଜାଣନ୍ତୁ ସମ୍ପୂର୍ଣ୍ଣ ପକ୍ରିୟା

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶ ବିଦେଶରୁ ଅନେକ ମୂଲ୍ୟବାନ ଉପହାର ମିଳିଥାଏ । କଣ ଆପଣ ଏହି ଉପହାର କିଣିବାକୁ ଚାହୁଁଛନ୍ତି ? ମାତ୍ର ୧୦୦ ଟଙ୍କା ଦେଇ ଆପଣ ଏହି ଉପହାର ସବୁ ନିଜର କରିପାରିବେ । ୨୯ ଜାନୁଆରୀ ରୁ ୩୧ ଜାନୁଆରୀ ଯାଏଁ ଇ – ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଏକ ଖାସ୍ ୱେବସାଇଟ୍ ଆରମ୍ଭ କରିଛି ରାଷ୍ଟ୍ରୀୟ ଆଧୂନିକ କଳା ସଂଗ୍ରହାଳୟ । ନିଲାମୀ ସମ୍ବନ୍ଧିତ ସମସ୍ତ ସୂଚନା ଆପଣ http://pmmementos.gov.in”pmmementos.gov.in.  ରେ ପାଇପାରିବେ ।

modi giftsତେବେ ଯେଉଁସବୁ ସ୍ମୃତି ଚିହ୍ନକୁ ନିଲାମୀ ପାଇଁ ରଖାଯାଇଛି ତାର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ କରି ୩୦ହଜାର ଟଙ୍କା ପର‌୍ୟ୍ୟନ୍ତ ରହିଛି । ଜିନିଷୟ ମୂଲ୍ୟ ଆଧାରରେ ଆପଣ ଏସବୁକୁ ୱେବସାଇଟରେ ଖୋଜିପାରିବେ । ନିଲାମୀ ପରେ ଆପଣ ଦେଇଥିବା ଧନରାଶୀକୁ ନମାମୀ ଗଙ୍ଗେ ପରିଯୋଜନାରେ ବ୍ୟବହାର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.