ହାଇଦ୍ରାବାଦ କାଚିଗୁଡ଼ା ଷ୍ଟେସନରେ ମୁହାମୁହଁ ଧକ୍କା ହୋଇଥିବା ଦୁଇଟି ଟ୍ରେନର ଦେଖନ୍ତୁ ସିସିଟିଭି ଫୁଟେଜ୍

ହାଇଦ୍ରାବାଦ: ଗତକାଲି ହାଇଦ୍ରାବାଦ କାଚିଗୁଡ଼ା ଷ୍ଟେସନରେ ମୁହାମୁହଁ ଧକ୍କା ହୋଇଥିଲା ଦୁଇଟି ଟ୍ରେନ । କୋଙ୍ଗୁ ଇଣ୍ଟରସିଟି ଏକ୍ସପ୍ରେସ ପ୍ଲାଟଫର୍ମରେ ଛିଡ଼ା ହେଇଥିବା ବେଳେ ଏମଏମଟିଏସ ଟ୍ରେନ ସାମନା ପଟରୁ କ୍ଷିପ୍ର ଗତିରେ ଆସି ଧକ୍କା ଦେଇଥିଲା। ଏଥିରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଗୋଟିଏ ଧାରଣାରେ ୨ଟି ଟ୍ରେନ ଆସିବାରୁ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ରେଳ ବିଭାଗ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଯାହାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି ।

ଦେଖନ୍ତୁ ଭିଡିଓ:

video courtesy: Tollywood News Raja

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.