କେନ୍ଦ୍ର ସରକାର ଲଞ୍ଚ କଲେ ଡିଜିଟାଲ କ୍ୟାଲେଣ୍ଡର ଓ ଡାଏରୀ ଆପ, ପ୍ରତି ମାସ ବଦଳିବ ଥିମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଡ଼ିଜିଟାଲ କ୍ୟାଲେଣ୍ଡର ଓ ଡ଼ାଏରୀ ଆପ ଲଞ୍ଚ କରିଛନ୍ତି । ପ୍ରଥମ ଥର ପାଇଁ ସରକାରୀ କ୍ୟାଲେଣ୍ଡର ଓ ଡ଼ାଏରୀ ଡିଜିଟାଲ ରୂପରେ ଲଞ୍ଚ ହୋଇଥିବା ନେଇ  ଜଣାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି ଏହାକୁ ଲୋକାର୍ପଣ କରିଛନ୍ତି । ପ୍ରଥମ ସ୍ତରରେ ଏହାକୁ ହିନ୍ଦୀ ଓ ଇଂରାଜୀ ଦୁଇ ଭାଷାରେ ନିର୍ମାଣ କରାଯାଇଥିବା ବେଳେ ଖୁବ ଶୀଘ୍ର ଅନ୍ୟ ଭାଷା ମାନଙ୍କରେ ବି ଉପଲବ୍ଧ କରାଯିବ । ଏହି କ୍ୟାଲେଣ୍ଡର ଓ ଡାଏରୀର ଥିମ ପ୍ରତି ମାସ ବଦଳାଯିବ ବୋଲି ଶ୍ରୀ ଜାଭେଦକର ପୂର୍ବ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.