ଚନ୍ଦ୍ରପୃଷ୍ଠରେ ପାଦ ଥାପୁଛି ଚନ୍ଦ୍ରଯାନ-୩, ଦେଖନ୍ତୁ ସିଧାପ୍ରସାରଣ

ଚନ୍ଦ୍ରପୃଷ୍ଠରେ ଅବତରଣ କରୁଛି ଚନ୍ଦ୍ରଯାନ-୩ । ସେହି ଐତିହାସିକ ମୁହୂର୍ତ୍ତକୁ ଅନାଇ ବସିଛି ସାରା ଦେଶ। ସଂଧ୍ୟା ୫ ଟା ୪୪ରୁ ଆରମ୍ଭ ହେବ ଚନ୍ଦ୍ରଯାନର ଅବତରଣ ପ୍ରକ୍ରିୟା ।

କେନ୍ୟୁଜ୍(ବ୍ୟୁରୋ): ବହୁ ପ୍ରତିକ୍ଷାର ଅନ୍ତ ହେବାକୁ ଲାଗିଛି । ଚନ୍ଦ୍ରପୃଷ୍ଠରେ ଅବତରଣ କରୁଛି ଚନ୍ଦ୍ରଯାନ-୩ । ସେହି ଐତିହାସିକ ମୁହୂର୍ତ୍ତକୁ ଅନାଇ ବସିଛି ସାରା ଦେଶ ସଂଧ୍ୟା ୫ ଟା ୪୪ରୁ ଆରମ୍ଭ ହେବ ଚନ୍ଦ୍ରଯାନର ଅବତରଣ ପ୍ରକ୍ରିୟା । ଏଥିପାଇଁ ଅଟୋମେଟିକ୍ ଲ୍ୟାଣ୍ଡିଂ ସିକ୍ବେନ୍ସ ବା ALS ପ୍ରସ୍ତୁତ ରହିଛି । ALS କମାଣ୍ଡ ପାଇବା ପରେ ଲ୍ୟାଣ୍ଡର ମଡ୍ୟୁଲର ଇଞ୍ଜିନ କାର୍ଯ୍ୟକ୍ଷମ ହେବ । ପ୍ରାୟ ୨୫ କି.ମି. ଉଚ୍ଚତାରୁ ତଳକୁ ଖସିବ ବିକ୍ରମ ଲ୍ୟାଣ୍ଡର ।

ଦେଖନ୍ତୁ ଲ୍ୟାଣ୍ଡିଂର ସିଧାପ୍ରସାରଣ