ଦେଶ ବିଦେଶ

ଶେଷରେ ସାମ୍ନାକୁ ଆସିଲା ସତ, ଉହାନ୍‌ ଲ୍ୟାବରେ ପ୍ରସ୍ତୁତ ହୋଇଥିଲା କରୋନା ନାଁରେ ଜୈବ ହତିଆର

ଚୀନରୁ ଆସିଲା ଚମକାଇଲା ଭଳି ଖବର । ମଣିଷ ମରା ଜୈବିକ ଭାଇରସ୍ ତିଆରି କରିଥିଲା ଚୀନ୍ । କରୋନା ଭାଇରସ୍ ନାଁରେ ହତିଆର ତିଆରି କରିଥିଲା ବଦମାସ ଚୀନ୍ । ଉହାନ୍ ଲ୍ୟାବରେ ତିଆରି ହୋଇଥିଲା ଏହି ଜୈବ ଅସ୍ତ୍ର । କରୋନା ଭାଇରସକୁ ଜାଣିଶୁଣି ଜୈବ ହତିଆର ରୂପେ ପ୍ରସ୍ତୁତ କରିଥିଲା ଚୀନ୍ । କରୋନା ଥିଲା ଚୀନର ଜୈବ ଆତଙ୍କବାଦ । ଆଗରୁ ଖାଲି ସନ୍ଦେହ କରାଯାଉଥିଲା ହେଲେ ଏବେ ସତ ସାମ୍ନାକୁ ଆସିଛି । କରୋନା ଭାଇସର ସତ ଶୁଣାଇଛନ୍ତି ଚୀନ ଉହାନ ଲ୍ୟାବର ଜଣେ ଗବେଷକ। ତାଙ୍କ ନା ଚାଓ ସାଓ ।

ଉହାନ ଲ୍ୟାବରେ କରୋନା ଭାଇରସକୁ ତିଆରି କରାଯାଇଥିଲା କେବଳ ମଣିଷ ମାରିବା ପାଇଁ । ଯେମିତି କେହି ସୁରାକ ବି ପାଇବେନି । ରୋଗ ଆସିବ ମଣିଷକୁ ମାରି ଚାଲିଯିବ । ଚୀନ ଏମିତି ଏକ ଜୈବ ଅସ୍ତ ତିଆରି କରିଥିଲା। କେବଳ ମଣିଷ ମାରିବାକୁ ତିଆରି ହୋଇଥିଲା କରୋନା ଭାଇରସ। ଚାଓ ସାଓ କହିଛନ୍ତି ଉହାନ ଲ୍ୟାବର ଗବେଷକମାନଙ୍କୁ ୪ଟି ଷ୍ଟ୍ରେନ୍ ଦିଆଯାଇଥିଲା। ଏଥିରୁ କେଉଁ ଷ୍ଟ୍ରେନଟି ସବୁଠୁ ଦ୍ରୁତ ଗତିରେ ବ୍ୟାପି ପାରିବ, ସେହି ଷ୍ଟ୍ରେନକୁ ଚିହ୍ନଟ କରିବାକୁ କୁହା ଯାଇଥିଲା।

ଇଣ୍ଟରନେସନାଲ ପ୍ରେସ ଆସୋସିଏସନ ସଦସ୍ୟ ଜେନିଫର ଜେଙ୍ଗ୍ଙ୍କୁ ସାକ୍ଷାତକାର ଦେଇ କରୋନା ଭାଇରସର ଭିତିର କଥା କହିଛନ୍ତି ଚାଓ ସାଓ । ସାଓ କହିଛନ୍ତି ଉହାନରେ ୨୦୧୯ ମିଲିଟାରି ୱାର୍ଲଡ ଗେମ୍‌୍‌ରେ ତାଙ୍କର ଅନେକ ସହକର୍ମୀ ନିଖୋଜ ହୋଇ ଯାଇଥିଲେ। ପରେ ତାଙ୍କର ଜଣେ ସହକର୍ମୀ କହିଲେ ଯେ, ସେମାନଙ୍କୁ ବିଭିନ୍ନ ଦେଶରୁ ଆସିଥିବା କ୍ରୀଡ଼ାବିତମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ହୋଟେଲଗୁଡ଼ିକୁ ପଠାଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ବିଶେଷଜ୍ଞମାନଙ୍କର ଆବଶ୍ୟକତା ନଥିଲା । ତେଣୁ ଖେଳାଳିମାନଙ୍କୁ ଭୂତାଣୁ ଦ୍ବାରା ସଂକ୍ରମିତ କରିବା ପାଇଁ ସେମାନଙ୍କୁ ପଠାଯାଇଛି ବୋଲି ଚାଓ ସାଓ ସନ୍ଦେହ କରିଥିଲେ।

୨୦୨୦ ଏପ୍ରିଲରେ ଚାଓ ସାଓ କହିଥିଲେ ଯେ, ବିଭିନ୍ନ ଶିବିରରେ କଏଦୀ ଭାବେ ଥିବା ଉଇଘର ମୁସଲିମଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖିବା ପାଇଁ ତାଙ୍କୁ ସିଆଜିଆଙ୍ଗ ପଠାଯାଇଥିଲା। ଏଠାରେ ବି ସେ ସନ୍ଦେହ କରିଥିଲେ ଯେ, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭୂତାଣୁବିତ୍‌ଙ୍କର ଆବଶ୍ୟକତା ନାହିଁ । ଭୂତାଣୁ ସଂକ୍ରମଣ ପାଇଁ କିମ୍ବା ମଣିଷ ଦେହରେ ଭୂତାଣୁ କେମିତି କାମ କରୁଛି ଦେଖିବା ଲାଗି ତାଙ୍କୁ ସେଠାକୁ ପଠା ଯାଇଥିଲା।

କରୋନା ଭାଇରସ ବିଶ୍ୱର ଲକ୍ଷଲକ୍ଷ ଲୋକଙ୍କୁ ମାରିଲା। ଭାଇରସ କେଉଁଠୁ ଆସିଛି ତାହା ଶେଷ ପର୍ଯ୍ୟନ୍ତ ଧରା ପଡ଼ିଲା ନାହିଁ । ଚୀନର ଉହାନ ଲ୍ୟାବରୁ ଲିକ ହୋଇଥିବା ବହୁବାର ବିଶ୍ୱବ୍ୟାପୀ ବୈଜ୍ଞାନିକ ଦାବି କରିଛନ୍ତି। କିନ୍ତୁ ଚୀନ ଏହାକୁ ଖଣ୍ଡନ କରି ଆସିଛି। ତେବେ ଚୀନର କାର୍ଯ୍ୟକଳାପ ସନ୍ଦେହ ଘେରରେ ଥିଲା। ଭାଇରସର ଉତ୍ପତ୍ତି ସ୍ଥଳ ସଂପର୍କରେ ଜାଣିବାକୁ ଉହାନ ଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁସନ୍ଧାନକାରୀ ଦଳଙ୍କୁ ସହଯୋଗ କରି ନଥିଲା ଚୀନ। ତେବେ ଅମଣିଷ ଚୀନ୍‌ କିନ୍ତୁ ନିଜ ଦେଶ ସହ ସାରା ବିଶ୍ୱରେ ମାରିଲା ଲକ୍ଷ ଲକ୍ଷ ମଣିଷ । କୁହାଯାଏ ନିଜକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଭାବେ ପ୍ରତିଷ୍ଠିତ କରିବା ଥିଲା ଚୀନ୍‌ର ଲକ୍ଷ୍ୟ । ହେଲେ ଏଭଳି ଅମାନବୀୟ କୌଶଳ ପାଇଁ ଏବେ ଚୀନ୍‌ ସମସ୍ତଙ୍କ ନିନ୍ଦାର ପାତ୍ର ହୋଇଛି ।

Pritiparna

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

6 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

15 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

30 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

39 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

48 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago