ଭାରତୀୟ ସେନାର “ଚିତା” ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ଜାରି ରହିଛି ସର୍ଚ୍ଚ ଅପରେସନ

ସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ । ଭାରତୀୟ ସେନାର “ଚିତା” ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ଖବର ମିଳିଛି । ଜାମ୍ମୁ କାଶ୍ମୀର ଗୁରେଜ ବରାଉମ ଅଂଚଳରେ ଦୁର୍ଘଟଣା ହୋଇଥିବା ନେଇ ସୂଚନା ମିଳିଛି । ବରଫାବୃତ୍ତ ଦୁର୍ଘଟଣାସ୍ଥଳରେ ପହଁଚିଲେ ସର୍ଚ୍ଚ ଅପରେସନ ଟିମ । ସର୍ଚ୍ଚ ଅପରେସନ ଜାରି ହୋଇଥିଲେ ସୁଦ୍ଧା ଦୁର୍ଘଟଣାର ପ୍ରକୃତ କାରଣ ଏଯାବତ ସ୍ପଷ୍ଟ ହୋଇପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.