ମିଜୋରାମ ବିଧାନସଭା ନିର୍ବାଚନରେ ପରାଜିତ ହେଲେ ମୁଖ୍ୟମନ୍ତ୍ରୀ ଥାନହଲା

ମିରୋରାମ(କେନ୍ୟୁଜ୍) : ମିରୋରାମ ବିଧାନସଭା ନିର୍ବାଚନରେ ଦକ୍ଷିଣ ଚାମ୍ଫାଇ ଆସନରେ ଲଢ଼ିଥିବା ମୁଖ୍ୟମନ୍ତ୍ରୀ ଥାନହଲା, ଏମ୍‌ଏନ୍‌ଫ୍‌ର ଟିଜେ ଲାଲ୍‌ନୁନ୍‌ତ୍ଲୁଆଙ୍ଗାଙ୍କ ଠାରୁ ପରାଜିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଲାଲ୍‌ ଥାନହଲା ଦୁଇ ଦୁଇଟି ଆସନରେ ଭଲ ପ୍ରଦର୍ଶନ କରିପାରିନ ଥିବାରୁ ରାଜ୍ୟରେ କଂଗ୍ରେସ କ୍ଷମତାରୁ ହଟିଯିବା ପରି ମନେହେଉଛି। ଚମ୍ଫାଇ ଦକ୍ଷିଣ ଆସନରୁ ଥାନହଲା ଟିଜେ ଲାଲ୍‌ନୁନ୍‌ତ୍ଲୁଆଙ୍ଗାଙ୍କ ଠାରୁ ୧୦୪୯ ଭୋଟ୍‌ରେ ହାରିଛନ୍ତି।

You might also like