ଆରବ ସାଗର ମଝିରେ ବୋଟରେ ଲାଗିଲା ନିଆଁ, ୭ ଧୀବରଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ

କେନ୍ୟୁଜ୍(ବ୍ୟୁରୋ):୭ ଧୀବରଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ। ଆରବ ସାଗରରେ ମାଛ ମାରୁଥିବା ବେଳେ ବୋଟରେ ନିଆଁ ଲାଗି ଯାଇଥିଲା। ଗୁଜରାଟ ତଟରୁ ପ୍ରାୟ ୫୦ ମାଇଲ ଦୂରରେ ବୋଟରେ ଲାଗିଥିଲା ନିଆଁ। ଧୀବରମାନଙ୍କୁ ଉଦ୍ଧାର କରି ଓଖାକୁ ନିଆଯାଇଥିବା ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି। ମତ୍ସ୍ୟଜୀବୀ ଡଙ୍ଗାରୁ 7 ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ।

boat tragedy 2

କୋଷ୍ଟଗାର୍ଡ ଜାହାଜ ‘ଆରୁଶ’କୁ ଉଦ୍ଧାର  କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଗୁଜୁରାଟ ଉପକୂଳଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଉଦ୍ଧାର ହୋଇଥିବା କର୍ମଚାରୀଙ୍କୁ ଗୁଜୁରାଟର ଚକାକୁ ନିଆଯାଇଥିଲା ବୋଲି ଭାରତୀୟ ତଟରକ୍ଷୀ ବାହିନୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.