ଭୟ ଖେଳାଉଛି କରୋନାର ନୂଆ ଷ୍ଟ୍ରେନ୍‌: ଲଣ୍ଡନରେ ଆଉ ୨ ପ୍ରକାରର କୋଭିଡ୍ ଭୂତାଣୁ ଚିହ୍ନଟ

ଲଣ୍ଡନ: ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌ । ଲଣ୍ଡନରେ ଆଉ ୨ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହା ଅଧିକ ଭୟଙ୍କର ବୋଲି କୁହାଯାଉଛି ।

ବ୍ରିଟିଶ ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍‌ ହାନ୍‌କକ୍‌ କହିଛନ୍ତି, ଏହି ଦୁଇ ନୂଆ ଭାଇରସ୍‌ ଦକ୍ଷିଣ ଆଫ୍ରିକାରୁ ଆସିଛି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଦୁଇ ଜଣଙ୍କ ନିକଟରେ ଏହି ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା କୁହାଯାଉଛି । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଏହି ଦୁଇଟି ନୂଆ ଷ୍ଟ୍ରେନ୍‌କୁ ନେଇ ଅଧିକ ପରୀକ୍ଷା କରାଯାଉଛି । ନୂଆ ଷ୍ଟ୍ରେନ୍‌ ଚିହ୍ନଟ ପରେ ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ କଟକଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.